କାବ୍ୟ ଭଉଣୀ ଙ୍କ ଜନ୍ମଦିନ l Happy birth day kabya rani l #schoolsvlog @ବାଲବିଦ୍ୟାଳୟ
#balvidyalaya
#balvidyalayavloge
#vlogevideo
#newvlogevideo
#viralvideo
ବିଦ୍ୟାଳୟରେ ସମସ୍ତ କାର୍ଯ୍ୟକଳାପ ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ ସେର କରୁଛୁ ଯାହା ଦ୍ଵାରା ଅନ୍ୟ ପିଲା ପ୍ରଭାଭିତ ହେବା ସହିତ ନିଜର ଉନତି ନିମନ୍ତେ ଚେଷ୍ଟା ରତ ହେବେ ଓ ବିଦ୍ୟାଳୟ ରେ ଅନେକ କାର୍ଯ୍ୟକ୍ରମ କରାଯାଉଛି ଯାହା ଦ୍ଵାରା ପିଲାଙ୍କର ଚରିତ୍ର ନିର୍ମାଣ ହେବା ରେ ସହାୟକ ହେବ ତେଣୁ ଆପଣ ମାନେ ଚେନେଲ ଟିକୁ ସବ ସ୍କ୍ରାଇବ କରି ବହୁଳ ମାତ୍ରାରେ ରେ ଶେର କରନ୍ତୁ I ଆପଣଙ୍କ ର ଜୀବନ ସୁଖ ମୟ ହେଉ I
Thank u for watching 🙏🏻🙏🏻🙏🏻🌹🌹