#ନଡ଼ିଆ

Опубликовано: 29 Июль 2026
на канале: Teach-Talk-Travel With Tikili
82
13

ନଡ଼ିଆ ବରା ତରକାରୀ ଓଡ଼ିଆର ପ୍ରସିଦ୍ଧ ବ୍ୟଞ୍ଜନ ଅଟେ ।ଘରେ ଘରେ ଏହି ତରକାରୀ ବନଯାଇଥାଏ ।ମୁଁ ବହୁତ କମ ତେଲ ଓ ମସଲାରେ ଏ ତରକାରୀ ବନେଇଛି ଯାହାକି ସ୍ୱାସ୍ଥ୍ୟ ପାଇଁ ହିତକର ।ଆଶା କରେ ଆଜିର ମୋର ପ୍ରୟାସ ଆପଣଙ୍କୁ ଭଲ ଲାଗିବ