ଶ୍ରୀଶ୍ରୀରାମକୃଷ୍ଣକଥାମୃତ-ପ୍ରସଙ୍ଗ - ୮୧ Sri Sri Ramakrishna Kathamruta Prasanga - 81

Опубликовано: 02 Октябрь 2026
на канале: Ramakrishna Math & Mission, Bhubaneswar
138
6

ଶ୍ରୀଶ୍ରୀରାମକୃଷ୍ଣକଥାମୃତ-ପ୍ରସଙ୍ଗ (Sri Sri Ramakrishna Kathamruta Prasanga)
ବ୍ୟାଖ୍ୟାକାର : ସ୍ୱାମୀ ଭୂତେଶାନନ୍ଦ (Commentator : Swami Bhuteshananda )
କଣ୍ଠ - ସ୍ୱାମୀ ଅଖଣ୍ଡରୂପାନନ୍ଦ (Voice : Swami Akhandarupananda)
ଅବତାରବରିଷ୍ଠ ଭଗବାନ ଶ୍ରୀରାମକୃଷ୍ଣଦେବଙ୍କ ଶ୍ରୀମୁଖନିଃସୃତ ଅମୃତମୟବାଣୀ ଓଡ଼ିଆ ଭାଷାରେ ୫ ଖଣ୍ଡରେ ‘‘ଶ୍ରୀଶ୍ରୀରାମକୃଷ୍ଣ କଥାମୃତ’’ ଶୀର୍ଷକ ରାମକୃଷ୍ଣ ମଠ, ଭୁବନେଶ୍ୱରରୁ ପ୍ରକାଶିତ ହେଉଛି । ଅଧ୍ୟାତ୍ମପିପାସୁମାନଙ୍କ ପାଇଁ ଏହା ନିତ୍ୟପାଠ୍ୟ ।
ରାମକୃଷ୍ଣ ମଠ ଓ ମିଶନର ଦ୍ୱାଦଶ ସଂଘାଧ୍ୟକ୍ଷ ପରମ ପୂଜ୍ୟପାଦ ସ୍ୱାମୀ ଭୂତେଶାନନ୍ଦଜୀ ମହାରାଜଙ୍କ ଦ୍ୱାରା ପ୍ରସ୍ତୁତ ‘ଶ୍ରୀଶ୍ରୀରାମକୃଷ୍ଣକଥାମୃତ’ର ବିଶଦ ବ୍ୟାଖ୍ୟା ଏହି ‘‘ଶ୍ରୀଶ୍ରୀରାମକୃଷ୍ଣ କଥାମୃତ-ପ୍ରସଙ୍ଗ’’ ଶ୍ରୋତାମାନଙ୍କ ମନରେ ଭଗବଦ୍‌ଭକ୍ତିର ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିବ ।
For other parts of this video please follow the playlist link :
   • RK Kathmruta-Prasanga  

Follow us on
Facebook page :   / rkmmbbsr  
Tweeter :   / rkmbhubaneswar  

ଉକ୍ତ ବ୍ୟାଖ୍ୟା ପୁସ୍ତକାକାରରେ ରାମକୃଷ୍ଣ ମଠ, ଭୁବନେଶ୍ୱରରେ ଉପଲବ୍‌ଧ । ରାମକୃଷ୍ଣ-ବିବେକାନନ୍ଦ ସମ୍ୱନ୍ଧିତ ଏବଂ ଅନ୍ୟାନ୍ୟ ଆଧ୍ୟାତ୍ମିକ ପୁସ୍ତକ ପାଇଁ ଯୋଗାଯୋଗ ଠିକଣା :
For more details please contact -
Ramakrishna Math & Ramakrishna Mission,
Vivekananda Marg,
Bhubaneswar,
Odisha-751002
Phone Number : (0674) 2430059
Bookstall Mobile No. 8480941370
Emails :
Office - [email protected]
Bookstall - [email protected]
Website: www.rkmbbsr.org
Online Books : https://rkmbbsr.org/online