ଜୀବନର ଅନ୍ୟ ନାମ ହେଉଛି ସଂଘର୍ଷ। ହାରିବା ଜୀବନର ଶେଷ ନୁହେଁ , କି ଜିତିବା ଶିଖିବାର ଶେଷ ନୁହେଁ । ହାରିବା ଜିତିବା ହେଉଛି ଜୀବନର ଦୁଇ ପାଖ। ମୁଁ ମୋର ପାରୁ ପର୍ୟ୍ଯନ୍ତ ଚେଷ୍ଟା କରିବି ଆପଣଙ୍କୁ ସବୁବେଳେ କିଛି ଭଲ ଶିକ୍ଷା ଦେବା ପାଇଁ ଏବଂ ସମାଜରେ ଜଣେ ଭଲ ମଣିଷ ଭାବରେ ଆପଣଙ୍କୁ ଉପସ୍ଥାପନା କରିପାରିବି । ଜଗନ୍ନାଥଙ୍କ କୃପାରୁ ସମସ୍ତେ ସୁସ୍ଥ ଏବଂ ଖୁସିରେ ରୁହନ୍ତୁ। ଧନ୍ୟବାଦ।
Join Telegram Channel For All PDFs and Updates.
Telegram Channel:- https://t.me/Chinmaya_Sir
Twitter: @Chinmaya_panda1
Instagram: CHINMAYA_PANDA_SIR
LIKE SHARE SUBSCRIBE