#Tumaadhararefute#atulyamahakhud#karunakar#rajakishoregochhayat#odiasong.
"ତୁମ ଅଧରରେ ଫୁଟେ ପାରିଜାତ "
ଏଇ ଗୀତଟି ରଚନା କରିଛନ୍ତି ଆମ ଓଡ଼ିଶା ର ବିଶିଷ୍ଟ ଗୀତିକାର
ଅତୁଲ୍ୟ ମହାଖୁଡ, ଶ୍ରୀଯୁକ୍ତ ମହାଖୁଡ ଓଡ଼ିଆ ଚଳଚ୍ଚିତ୍ର "ବତାସିଝଡ଼" ର ସଫଳ ଗୀତିକାର. ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି। ତାଙ୍କ ରଚନାରେ ଗାୟକ YASU DAS ମଧ୍ଯ କଣ୍ଠ ଦାନ କରିଛନ୍ତି।
Tuma adharare"
Team.
Lyricist - Atulya Mahakhud
Singer -Karuna kar
Music Director -RAJKISHORE GOCHHAYAT
Arrangements - Debashish kar (pinku)
Tabla playing - sanjay kumar Rout
Key -Debaish kar
Pad/Handsonik -Rajendra Dash
Mixing and dubbing - survibration studio BBSR
Banner -Amruta kalakar YouTube channel
Video - Sujit Kumar Muduli.