ଆପଣଙ୍କ ପଂଚାୟତ ଏବଂ ଗାଁ କୁ କେତେ ଟଙ୍କା ର କାମ ଆସୁଛି 1ମି ରେ ଜାଣନ୍ତୁ ଘରେ ବସି ମୋବାଇଲ ରେ ||

Опубликовано: 16 Июль 2026
на канале: badal Kumar 115
64
14

wel come to
badal Kumar 115




ଆଜି ର ଭିଡ଼ିଓ ରେ ମୁଁ ଆପଣ ମାନଙ୍କୁ କହିବି ଆପଣ କେମିତି ଜାଣିବେ ଅପଣଂକ ପଞ୍ଚାୟତ କୁ ସରକାର ଙ୍କ ଦ୍ଵାରା କେତେ ଟଙ୍କା କୋଉ କୋଉ କାମ ପାଇଁ ଆସୁଛି ଏବଂ କାମ ହୋଉଛି କି ନାହିଁ ସମସ୍ତ ତଥ୍ୟ ଏକ ମିନିଟ ରେ କିପରି ଜାଣି ପାରିବେ ଏହି ଭିଡ଼ିଓ ରେ କୁହା ଯାଇଛି||



#Odiafasttech
#Akhadusambalpuri
#otv