ଏମ୍ପାୟାର୍ସ ଆୟୋଜନ କରିବାକୁ ଯାଉଛି ‘ପ୍ରି ଖ୍ରୀଷ୍ଟମାସ କାର୍ନିଭାଲ୍ ପାର୍ଟି ୨୦୨୩’ ଏବଂ ନୂତନ ବର୍ଷର ପାର୍ଟୀ ‘ହେଲୋ ୨୦୨୪’
ଓଡ଼ିଶାର ଲୋକପ୍ରିୟ ହୋଟେଲ ଚେନ୍ ହୋଟେଲ ଏମ୍ପାୟାର୍ସ ଆୟୋଜନ କରିବାକୁ ଯାଉଛି ‘ପ୍ରି ଖ୍ରୀଷ୍ଟମାସ କାର୍ନିଭାଲ୍ ପାର୍ଟି ୨୦୨୩’ ଏବଂ ନୂତନ ବର୍ଷର ପାର୍ଟୀ ‘ହେଲୋ ୨୦୨୪’ । ଯାଉଛି ‘ପ୍ରି ଖ୍ରୀଷ୍ଟମାସ କାର୍ନିଭାଲ୍ ପାର୍ଟି ୨୦୨୩’ ଡିସେମ୍ବର ୨୪ ତାରିଖ, ରବିବାର ସନ୍ଧ୍ୟା ୫ରୁ ଆରମ୍ଭ ହୋଇ ରାତି ୧୧ ପର୍ଯନ୍ତ ଓ ନୂତନ ବର୍ଷର ପାର୍ଟୀ ‘ହେଲୋ ୨୦୨୪’ ୩୧ ଡିସେମ୍ବର ୩୧ ତାରିଖ, ରବିବାର ସନ୍ଧ୍ୟା ୮ରୁ ମଧ୍ୟରାତ୍ରି ପର୍ଯନ୍ତ ଚାଲିବ
ଉପରୋକ୍ତ ତାରିଖ ଅନୁଯାୟୀ ଏମ୍ପାୟାର୍ସ ହୋଟେଲ ଭୁବନେଶ୍ୱରରେ ବହୁତ ଆନନ୍ଦଦାୟକ ତଥା ଚିତ୍ତାକର୍ଷକ ଇଭେଣ୍ଟ ମଧ୍ୟରେ ନନ୍ ଷ୍ଟପ୍ ଏଣ୍ଟରଟେନମେଣ୍ଟ୍ ପ୍ରୋଗ୍ରାମ୍ ଏବଂ ଭିନ୍ନ ଭିନ୍ନ ସ୍ଵାଦ ସହିତ ପ୍ରକାର ଖାଦ୍ୟର ସମ୍ଭାର ଲାଗିରହିବ | ଏହି କାର୍ଯକ୍ରମରେ ଡିଜେ, ଢୋଲ ଅତ୍ୟାଧୁନିକ ଆଲୋକ ସାଜସଜ୍ଜା ସହ କେବଳ ଓଡ଼ିଶା ନୁହେଁ ପୁରା ଭାରତର ଲୋକପ୍ରିୟ କଳାକାର ନିଜର ପ୍ରଦର୍ଶନ ଜାରି ରଖିବେ ଯେପରିକି ତିଲକ ଚକ୍ରବର୍ତ୍ତୀ (ଇଣ୍ଡିଆନ୍ ଆଇଡଲ୍ ଫେମ୍) ଏବଂ ଆଙ୍କର୍ ତ୍ରିଶା ଦାସ, ଆରଡିଏକ୍ସ ଡ୍ୟାନ୍ସ ଟ୍ରୁପ୍ ସହ ମାନସୀ ମିଶ୍ରଙ୍କ ସହ ଚିତ୍ତବିନୋଦନର ଅନନ୍ୟ କାର୍ଯକ୍ରମ ମଧ୍ୟରେ ଅଛି ମ୍ୟାଜିକ୍ ସୋ, ଶିଶୁ ଖେଳ ଜୋନ୍, ମଜାଳିଆ ଖେଳ ଓ ପ୍ରତିଯୋଗିତା ସହ ପୁରସ୍କାର, ଭାଗ୍ୟଶାଳୀ ବିଜେତା ଓ ବହୁ ଆଶ୍ଚର୍ଯ୍ୟଜନକ ଉପହାର ସବୁ ।
କକ୍ଟେଲ ସହିତ ଗାଲା ରାତ୍ରୀ ଭୋଜନରେ ଖ୍ରୀଷ୍ଟମାସ ସ୍ପେସିଆଲ୍ ଫେଷ୍ଟିଭାଲ୍ ଗୁରମେଟସ୍ ଓ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ମେନୁ ଏବଂ ଅନେକ କିଛି ଯାହା ଆପଣ ପାଇବେ ବିଭିନ୍ନ ମୂଲ୍ୟରେ ଯେପରିକି ପ୍ରି ଖ୍ରୀଷ୍ଟମାସ କାର୍ନିଭାଲ୍ ପାର୍ଟି ୨୦୨୩ ପାଇଁ ଇଭେଣ୍ଟ ଏଣ୍ଟ୍ରି - ଟିକେଟ୍ ମୂଲ୍ୟ @ ₹ ୪000 (ଦମ୍ପତି), @ ₹ ୩000 (ଷ୍ଟାଗ୍), @ ₹ ୧000 ( ସାଥୀ ପିଲା (7 ରୁ 12 ବର୍ଷ)) ଓ ପ୍ରଯୁଜ୍ୟ ଜିଏସଟି | ଯଦି ଆପଣ ପ୍ରି-ଖ୍ରୀଷ୍ଟମାସ କାର୍ନିଭାଲ୍ ଏଣ୍ଟ୍ରି ସହିତ ରୁମ୍ ଚାହୁଁଛନ୍ତି ତେବେ (ଜଳଖିଆ ସହିତ) @ ₹ 8000 (ଦମ୍ପତି) @ ₹ 6000 (ଷ୍ଟାଗ୍) ଓ ପ୍ରଯୁଜ୍ୟ ଜିଏସଟି|
ଯଦି ଆପଣ ପ୍ରି-ଖ୍ରୀଷ୍ଟମାସ କାର୍ନିଭାଲ୍ ଏଣ୍ଟ୍ରି ସହିତ ନୂତନ ବର୍ଷର ପାର୍ଟୀ ‘ହେଲୋ ୨୦୨୪’ କମ୍ବୋ ଚାହୁଁଛନ୍ତି, ତେବେ @ ₹ ୧0000 (ଦମ୍ପତି), @ ₹ ୭000 (ଷ୍ଟାଗ୍), @ ₹ ୩000 (ସାଥୀ ପିଲା (7 ରୁ 12 ବର୍ଷ)) ଓ ପ୍ରଯୁଜ୍ୟ ଜିଏସଟି |
ନୂତନ ବର୍ଷର ପାର୍ଟୀ ‘ହେଲୋ ୨୦୨୪’ରେ ମଧ୍ୟ ଏମ୍ପାୟାର୍ସ ହୋଟେଲ ଭୁବନେଶ୍ୱରରେ ବହୁତ ଆନନ୍ଦଦାୟକ ତଥା ଚିତ୍ତାକର୍ଷକ ଇଭେଣ୍ଟ ମଧ୍ୟରେ ନନ୍ ଷ୍ଟପ୍ ଏଣ୍ଟରଟେନମେଣ୍ଟ୍ ପ୍ରୋଗ୍ରାମ୍ ଏବଂ ଭିନ୍ନ ଭିନ୍ନ ସ୍ଵାଦ ସହିତ ପ୍ରକାର ଖାଦ୍ୟର ସମ୍ଭାର ଜାରି ରହିବ | ଏହି କାର୍ଯକ୍ରମରେ ଡିଜେ, ଢୋଲ ଅତ୍ୟାଧୁନିକ ଆଲୋକ ସାଜସଜ୍ଜା ସହ ସ୍ମୃତି ମହାପାତ୍ର, ଡିଜେ ଏସ.କେ.ବି ଏବଂ ଆଙ୍କର୍ ଅମ୍ରିତା ମିଶ୍ର, ସ୍ଵାଗର କିଙ୍ଗ ଡ୍ୟାନ୍ସ ଟ୍ରୁପ୍ (କୋଲକାତା) ଫ୍ୟାସନ ସୋ ସହିତ ଚିତ୍ତବିନୋଦନର ଅନନ୍ୟ କାର୍ଯକ୍ରମ ମଧ୍ୟରେ ଅଛି ବହୁ ପ୍ରତିଯୋଗିତା ସହ ପୁରସ୍କାର, ଭାଗ୍ୟଶାଳୀ ବିଜେତା ଓ ବହୁ ଆଶ୍ଚର୍ଯ୍ୟଜନକ ଉପହାର ସବୁ ।
ଅସୀମିତ ପାନୀୟ, ସ୍ଟାର୍ଟର ଓ କକଟେଲ ସହିତ ଗ୍ରାଣ୍ଡ ଗାଲା ରାତ୍ରୀ ଭୋଜନ ଏବଂ ଅଧିକ… ଯାହାର ଏଣ୍ଟ୍ରି - ଟିକେଟ୍ ମୂଲ୍ୟ ରହିଛି @ ₹ ୭୪୯୯ (ଦମ୍ପତି), @ ୫୪୯୯ (ଷ୍ଟାଗ୍) ଓ @ ୨୪୯୯ (ସାଥୀ ପିଲା (7 ରୁ 12 ବର୍ଷ)) ଓ ପ୍ରଯୁଜ୍ୟ ଜିଏସଟି | ଯଦି ଆପଣ ‘ହେଲୋ ୨୦୨୪’ ଏଣ୍ଟ୍ରି ସହିତ ରୁମ୍ ଚାହୁଁଛନ୍ତି ତେବେ (ଜଳଖିଆ ସହିତ) @ ₹ ୧୨000 (ଦମ୍ପତି) @ ₹ ୧0000 (ଷ୍ଟାଗ୍) ଓ ପ୍ରଯୁଜ୍ୟ ଜିଏସଟି|
ଅଧିକ ବିବରଣୀ ଓ ଆଡ୍ଭାନ୍ସ ବୁକିଂ ପାଇଁ ଆମକୁ ଇମେଲ୍ କରିପାରିବେ +91 9337716061/62, 9338016544/45, 9338016624 ଓ ସଂପୃକ୍ତ ତାରିଖଗୁଡ଼ିକରେ ଉଭୟ ଇଭେଣ୍ଟ୍ ସ୍ଥାନ ରହିବ ‘ରାଜଦରବାର’ ଏବଂ ‘ଦେୱାନ୍-ଇ-ହଲ୍’, ଏମ୍ପାୟାର୍ସ ହୋଟେଲ ଭୁବନେଶ୍ୱର, ୫-ବି, ସହିଦ ନଗର, ଭୁବନେଶ୍ୱର ବୋଲି ହୋଟେଲ ଏମ୍ପାୟାର୍ସ ତରଫରୁ ସଞ୍ଜୟ ମିଶ୍ର କହିଛନ୍ତି ।
ଯୋଗାଯୋଗ:
ଇ: [email protected]
ମୋ: +91 9338016538, 9337716060