PySpark Tutorial in Odia Day 2: CSV File handling and Data Loading ଶିଖନ୍ତୁ

Опубликовано: 10 Июнь 2026
на канале: Kalinga Data Labs
6
0

ନମସ୍କାର ବନ୍ଧୁଗଣ! ଆଜି ହେଉଛି ଆମ PySpark Tutorial Series ର Day 2. ଆଜିର ଏହି ଭିଡିଓରେ ଆମେ ଶିଖିବା କେମିତି PySpark ବ୍ୟବହାର କରି CSV file କୁ Read କରାଯାଏ |

ଆଜି ଆମେ କଣ କଣ ଶିଖିବା (What you will learn):
✅How to read a basic CSV file.
✅Using options like header and inferSchema.
✅Custom delimiters (sep) ବ୍ୟବହାର କରିବା |
✅Handling multiple CSV files.

ଯଦି ଆପଣ Day 1 ଭିଡିଓ ଦେଖିନାହାଁନ୍ତି, ତେବେ ଏହି Link ରେ କ୍ଲିକ୍ କରି ଦେଖିପାରିବେ |

Keywords:
#PySparkOdia #DataEngineering

ଭିଡିଓଟି ଭଲ ଲାଗିଲେ Like, Share ଏବଂ Subscribe କରନ୍ତୁ! 🙏