ଏହି ଭିଡିଓରେ, ଆମେ Azure Databricks Workspace କେମିତି ସୃଷ୍ଟି କରିବା ଶିଖିବୁ — ସେଥି ମଧ୍ୟ ପୁରାପୁରି Odia ଭାଷାରେ।
ନବୀନ ଶିକ୍ଷାର୍ଥୀ, Data Engineer, Cloud Engineer ଓ Azure ଶିଖୁଥିବା ସବୁଙ୍କ ପାଇଁ ଏହା ଅତ୍ୟନ୍ତ ଉପୟୋଗୀ।
💡 ଏହି ଭିଡିଓରେ ଆପଣ ଶିଖିବେ:
✔ Azure Portal ରେ Login କରିବା
✔ Resource Group ସୃଷ୍ଟି କରିବା
✔ Databricks Workspace କେମିତି Create କରିବେ
✔ Pricing Tier, Network Setting ଇତ୍ୟାଦି ବିଷୟରେ ବ୍ୟାଖ୍ୟା
✔ Workspace Launch କରି Notebook ରେ କାମ କରିବାର ପ୍ରାଥମିକ ଧାପ
🎯 Target Audience:
Azure beginners
Data Engineering students
Cloud learners
Odia ଭାଷାରେ tech ଶିଖୁଥିବା ଲୋକ
👍 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରିବାକୁ ଭୁଲିବେ ନାହିଁ!
ନୂତନ Azure, Data Engineering ଓ Cloud videos ପାଇଁ ସଦା connected ରୁହନ୍ତୁ।
🙏 ଧନ୍ୟବାଦ ଦର୍ଶନ କରିଥିବା ପାଇଁ!
#azuredatabricks