PLAY: mu patha padhibi//ନାଟକ: ମୁଁ ପାଠ ପଢିବି

Опубликовано: 25 Апрель 2026
на канале: education for you
20
2

ଛୋଟ ଛୋଟ ପିଲାଙ୍କ ମାନଙ୍କ ଦ୍ଵାରା ଏକ ସୁନ୍ଦର ନାଟକ ର ପରି ବେଷଣ କରା ଯାଇଛି। ଏହି ନାଟକରେ ପିଲାଙ୍କର ବିକାଶର ଅଧିକାର ଅନ୍ତର୍ଗତ ଶିକ୍ଷା ଅଧିକାର କୁ ଏଥିରେ ବୁଝାଇବାକୁ ପ୍ରୟାସ କରା ଯାଇଛି।

ଶିଶୁ ଶ୍ରମିକ ପ୍ରଥା କୁ ବନ୍ଦ କରି ପିଲାଙ୍କୁ ବିଦ୍ୟାଳୟ ମୁହାଁ କରାଇବାକୁ ଏକ ଛୋଟ ପ୍ରୟାସ ମାତ୍ର

ସରକାର ମଧ୍ୟ ଏଥି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି

ଏହି ପରିପ୍ରେକ୍ଷୀରେ ଆମର ଏକ ଛୋଟ ପ୍ରୟାସ ଯାହାକୁ ଆପଣ ମାନଙ୍କ ର ଭଲପାଇବା ମିଳିବ ବୋଲି ଆଶା

ଧନ୍ୟବାଦ 🙏🙏🙏