ଓଡିଶା ରାଜନୀତି ଘଡିକି ଘୋଡା ଛୁଟୁଛି l ବିଜେଡି ଗତ ନିର୍ବାଚନରେ ପରାଜୟ ପରେ ତୃଣମୂଳ ସ୍ତରର ନିର୍ବାଚିତ ପ୍ରତିନିଧି ମାନେ ବିଜେପିରେ ମିଶିବାକୁ ମନ କଲେଣି l ଶୁଣିବାକୁ ମିଳୁଛି ବିଜେଡିର କିଛି ବିଧାୟକ ବିଜେପିରେ ମିଶିବାକୁ ଯାଉଛନ୍ତି l ଏ କଥା ଯଦି ଠିକ ହୁଏ ଆସନ୍ତା ଦିନରେ ବିଜେଡି ଭଙ୍ଗିଯିବ ବୋଲି ସାଧାରଣରେ ଆଲୋଚନା ହେଉଛି l
Odisha politics is running out of steam. BJJ's grassroots elected representatives have decided to join BJP after the defeat in the last election. It is heard that some MLAs of BJD are going to join BJP. #bjp #bjd #naveenpatnaik #odishapolitics #genaralelection2024