ବାରବାଟୀ ଷ୍ଟାଡିୟମ ରାଜନୀତିରେ କିଏ ହେଲା ବୋଲ୍ଡ

Опубликовано: 15 Июль 2026
на канале: ANURAG TIMES
251
2

ବାରବାଟୀ ଷ୍ଟାଡିୟମକୁ ନେଇ ଏବେ ରାଜନୀତି ଜୋର ଧରିଛି । ନିର୍ବାଚନ ପୂର୍ବରୁ ବିଜେଡି ସରକାର ଏହାର ନବୀକରଣ ପାଇଁ ୭୦୦ କୋଟି ଖର୍ଚ୍ଚ ହେବ ବୋଲି ଘୋଷଣା କରିଥିଲା । ଏଥିପାଇଁ କ୍ରୀଡାବିତ ଓ ବଲିଉଡ ଗାୟକଙ୍କୁ ନେଇ ଷ୍ଟାଡିୟମର ଭିିତିପ୍ରସ୍ତର ସ୍ଥାପନ ହୋଇଥିଲା । ନିର୍ବାଚନ ପୂର୍ବରୁ ବିଜେଡି ଲୋକଙ୍କୁ ଭୂଆଁ ବୁଲାଇଥିଲା କି ? ଏହା ଏକ ଧୂଆଁବାଣ ଥିଲା କି ? ବିନା ଡିପିଆରରେ ତରବରିଆ ଭାବେ ଏହାର ଶିଳାନ୍ୟାସ କାହିଁକି କରାଯାଇଥିଲା ।
Now the politics is raging over the Barbati Stadium. Before the elections, the BJD government had announced that 700 crores would be spent on its renovation. For this, the foundation of the stadium was laid with sportspersons and Bollywood singers. Before the election, did the BJD confuse the people? Was it a smoke? Why was it stonewalled in haste without DPR?#bjd #barabatistadium #bjp #sophiafirdos#suryabansisuraj