ପାରାଦ୍ୱୀପରେ ବିଜେଡି ଦୁଇ ଫାଳ

Опубликовано: 16 Июль 2026
на канале: ANURAG TIMES
306
2

ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ରାଜନୀତି ଛକା ପଞ୍ଝା ଆରମ୍ଭ ହୋଉଛି l ସମ୍ବିତ ବାପି ସରଖେଲଙ୍କ ଟିମ ବିଜେଡି ନଗର ସଭାପତି ବସନ୍ତ ବିଶ୍ୱାଳଙ୍କ ବିରୋଧରେ ମେଳି ବାନ୍ଧୁଛନ୍ତି l #sambitroutray #bapisarkhel #basantbiswal #paradip #bjd
#gitanjalirautroy

In Jagatsinghpur District Paradeep Constituency, the politics between two factions of BJD is starting.

ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more.