ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିବେଦନ ଭୟ କରନ୍ତୁ ନାହିଁ I ଜୟ ଜଗନ୍ନାଥ

Опубликовано: 12 Июль 2026
на канале: Odisha News
5
2

ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ.
ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିବେଦନ

ଭୟ କରନ୍ତୁ ନାହିଁ

ସଜାଗ ରୁହନ୍ତୁ

ଜୀବନ ଅମୂଲ୍ୟ

ପ୍ରଶାସନ କୁ ପୁରା ସହଯୋଗ କରନ୍ତୁ

ଭୁବନେଶ୍ୱର
୨୩/୧୦/୨୪

ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ
ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ.ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ ବାତ୍ୟା ର ମୁକାବିଲା କରିଛେ.ଆମର ଏକ ବହୁତ effective disaster management policy ଅଛି.
ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ବାତ୍ୟା ପାଇଁ ଆପଣ ମାନେ ଭୟଭୀତ ହୁଅନ୍ତୁ ନାହିଁ. ସଜାଗ ରୁହନ୍ତୁ. ଜୀବନ ଅମୁଲ୍ୟ. ନିରାପଦ ରୁହନ୍ତୁ.ବାତ୍ୟା ମୁକାବିଲା ରେ ପ୍ରଶାସନ କୁ ପୁରା ସହଯୋଗ ଦିଅନ୍ତୁ.
ସବୁ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମୋର ଅନୁରୋଧ ଆପଣମାନେ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ.
ଲୋକଙ୍କୁ ସାହାଯ୍ୟ କରନ୍ତୁ.ମୋର ଦୃଢ଼ ବିଶ୍ୱାସ
ଆମେ ସମସ୍ତେ ଏକାଠି ପୂର୍ବ ପରି ବାତ୍ୟା ଦାନାର ସଫଳ ମୁକାବିଲା କରିପାରିବା .
ଜୟ ଜଗନ୍ନାଥ

#naveenpatnaik #odisha #dana