ନବୀନ ପଟ୍ଟନାୟକ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଜଣେ ଅନୁଷ୍ଠାନ । ଜନସେବାରେ ଉତ୍ସର୍ଗ କରି ଦେଇଥିବା ସେ ଜଣେ ଯୋଗୀ

Опубликовано: 11 Июль 2026
на канале: Odisha News
41
5

#ହୃଦୟରେ_ନବୀନ
ନବୀନ ପଟ୍ଟନାୟକ କେବଳ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଜଣେ ଅନୁଷ୍ଠାନ । ଜନସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିବା ସେ ଜଣେ ଯୋଗୀ । ଆଜି ସେ ମୁଖ୍ୟମନ୍ତ୍ରୀ ନଥିଲେ ସୁଦ୍ଧା ସମସ୍ତଙ୍କ ହୃଦୟରେ ରହିଛନ୍ତି ।
#naveenpatnaik #odishapolitics