ବିଶ୍ବରେ ମଧ୍ୟମ ଆୟବର୍ଗ ଶ୍ରେଣୀରେ ଭାରତ । ଅର୍ଥନୀତିଜ୍ଞଙ୍କ ମତରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ପଛରେ ରହିଛି

Опубликовано: 12 Июль 2026
на канале: Odisha News
7
6

ବିଶ୍ବରେ ମଧ୍ୟମ ଆୟବର୍ଗ ଶ୍ରେଣୀରେ ଭାରତ । ଅଭିବୃଦ୍ଧି ଓ ଉତ୍ପାଦନ ନେଇ କେନ୍ଦ୍ର ସରକାର ଯେତେ ଯାହା କହିଲେ ବି କିଛି ଧନୀ ଓ ମୁଷ୍ଟିମେୟ ଲୋକଙ୍କୁ ଛାଡ଼ିଦେଲେ ଦେଶର ସାମଗ୍ରିକ ବିକାଶ ହୋଇନି । ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ମତରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ବର ବହୁ ପଛରେ ରହିଛି ଭାରତ ।
#india #economy #viksitbharat