#ଦେବାଳିଆ_ହେଲେ_କି_ସରକାର
ରାଜ୍ୟ ସରକାରଙ୍କ ଏ କି ଦଶା ? ସରକାରୀ କର୍ମଚାରୀଙ୍କୁ ମିଳୁନି ଘରଭଡ଼ା ଆଲାଉନ୍ସ-ଏଚଆରଏ । କର୍ମଚାରୀ ମହଲରେ ଅସନ୍ତୋଷ । ବିଶେଷଜ୍ଞଙ୍କ ଅଭିଯୋଗ ରଙ୍ଗ, ନାମ ବଦଳା ଓ ପ୍ରଚାରରେ ଖର୍ଚ୍ଚ ହେଉଛି ହଜାର ହଜାର କୋଟି । ଅଥଚ କର୍ମଚାରୀଙ୍କ ପ୍ରାପ୍ୟ ଦେବାକୁ ଅର୍ଥ ଅଭାବ ।
#odisha #mohansarkar