How To Remove [Black Spot And Pimples] From Face In Photoshop| remove black spots Photoshop in odia

Опубликовано: 05 Ноябрь 2024
на канале: mtechmind “mtechmind”
282
17

How To Remove [Black Spot And Pimples] From Face In Photoshop| remove black spots Photoshop in odia

ଜୟ ଜଗନ୍ନାଥ Friends.
Pimples ଆଉ Dark Spots ଆପଣଙ୍କ ସୁନ୍ଦର ଚେହେରାକୁ ଖରାପ କରିଦେଇଥାଏ | କିନ୍ତୁ Photoshop ରେ Healing Brush Tool ଦ୍ୱାରା Pimples ଆଉ Dark Spots କୁ ଅତି ସହଜରେ Remove କରିପାରିବେ | ଆସନ୍ତୁ ଦେଖିବା How To Remove [Black Spot And Pimples] From Face In Photoshop.

ଆଜି ଏଇ ଭିଡ଼ିଓରେ ମୁଁ ଆପଣମାଙ୍କୁ Photoshop ରେ Healing Brush Tool ଦ୍ୱାରା Pimples ଆଉ Dark Spots କୁ କିପରି ଅତି ସହଜରେ Remove କରିପାରିବେ ସେ ବିଷୟରେ କହିବି.

ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ଭିଡ଼ିଓ ଟି ଭଲ ଲାଗିଲେ like କରନ୍ତୁ , Share କରନ୍ତୁ |
ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |

||ଧନ୍ୟବାଦ ||
#mayurbhanjiatechmind
#How_To_Remove_Black_Spot_And_Pimples_From_Face_In_Photoshop
#remove_black_spots_Photoshop_in_odia
Follow me on:
facebook-  / mayurbhanjia-tech-mind  

My Gears:-
Microphone-https://amzn.to/33B7Syh

Thanks for watching "MayurbhanjiaTechMind".