What Is Text Formatting In MS Word

Опубликовано: 20 Февраль 2026
на канале: mtechmind “mtechmind”
72
2

What Is Text Formatting In MS Word

ଜୟ ଜଗନ୍ନାଥ Friends . ଆଜି ଏଇ ଭିଡ଼ିଓରେ ମୁଁ ଆପଣମାଙ୍କୁ Microsoft Word 2007 re text formatting କିପରି କରିବେ ଅର୍ଥାତ Font, font color, font size, font style, clear format, Change case ଇତ୍ୟାଦିକୁ କିପରି ବ୍ୟବହାର କରିବେ, ସେ ବିଷୟରେ କହିବି.


ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ପାଖରେ ଥିବା Bell Icon ରେ ମଧ୍ୟ click କରନ୍ତୁ ଆମର Latest Notification ସର୍ବ ପ୍ରଥମେ ପାଇବା ପାଇଁ |

ଭିଡ଼ିଓ ଟି ଭଲ ଲାଗିଲେ like କରନ୍ତୁ , Share କରନ୍ତୁ | ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |

||ଧନ୍ୟବାଦ ||
#mayurbhanjiatechmind
#Text_formatting
#MS_Word_2007
#Font
#font_color
#font_size
#font_style
#clear_formats
#Change_case
Follow me on: facebook-  / mayurbhanjia-tech-mind  
My Gears:- Microphone-https://amzn.to/33B7Syh
Thanks for watching "MayurbhanjiaTechMind".