How do I insert a header and footer in Word

Опубликовано: 27 Июль 2026
на канале: mtechmind “mtechmind”
49
5

How do I insert a header and footer in Word

ଜୟ ଜଗନ୍ନାଥ Friends . ଆଜି ଏଇ ଭିଡ଼ିଓରେ ମୁଁ ଆପଣମାଙ୍କୁ Microsoft Word 2007ରେ Header and Footer ବିଷୟରେ କହିବା ସହିତ Drop Cap, Symbol, Equation ବିଷୟରେ ମଧ୍ୟ କହିବି.

ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ପାଖରେ ଥିବା Bell Icon ରେ ମଧ୍ୟ click କରନ୍ତୁ ଆମର Latest Notification ସର୍ବ ପ୍ରଥମେ ପାଇବା ପାଇଁ |

ଭିଡ଼ିଓ ଟି ଭଲ ଲାଗିଲେ Like କରନ୍ତୁ , Share କରନ୍ତୁ | ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ Comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |

||ଧନ୍ୟବାଦ ||
#mayurbhanjiatechmind
#header_and_footer_in_word
#drop_Cap
#equation
#symbol
Follow me on: facebook-  / mayurbhanjia-tech-mind  
My Gears:- Microphone-https://amzn.to/33B7Syh
Thanks for watching "MayurbhanjiaTechMind".