How Do You Create A Table In MS Word

Опубликовано: 16 Июль 2026
на канале: mtechmind “mtechmind”
46
4

How Do You Create A Table In MS Word

ଜୟ ଜଗନ୍ନାଥ Friends . ଆଜି ଏଇ ଭିଡ଼ିଓରେ ମୁଁ ଆପଣମାଙ୍କୁ Microsoft Wordର Table ବିଷୟରେ କହିବି. ଅର୍ଥାତ Table କୁ Insert କିପରି କରିବେ ? Table କୁ Delete କିପରି କରିବେ ? Insert row, insert columns , Delete row , Delete Columns , Table alignment କଣ ? Merge Cell ଏବଂ Split Cell କାହାକୁ କୁହାଯାଏ, ଏ ଭଳିଆ table ବିଷୟରେ ଅନେକ କଥା ଏ ଭିଡ଼ିଓରେ ଜାଣିବାକୁ ପାଇବେ.


ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ପାଖରେ ଥିବା Bell Icon ରେ ମଧ୍ୟ click କରନ୍ତୁ ଆମର Latest Notification ସର୍ବ ପ୍ରଥମେ ପାଇବା ପାଇଁ |

ଭିଡ଼ିଓ ଟି ଭଲ ଲାଗିଲେ like କରନ୍ତୁ , Share କରନ୍ତୁ | ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |

||ଧନ୍ୟବାଦ ||
#mayurbhanjiatechmind
#Insert_table
#Insert_row
#Insert_columns
#Merge_cell
#Split_Cell
#Table_alignment
#Delete_row
#Delete_columns
#Delete_table
Follow me on: facebook-  / mayurbhanjia-tech-mind  
My Gears:- Microphone-https://amzn.to/33B7Syh
Thanks for watching "MayurbhanjiaTechMind".