How Do You Copy And Paste On Microsoft Word 2007?

Опубликовано: 03 Август 2026
на канале: mtechmind “mtechmind”
76
4

How Do You Copy And Paste On Microsoft Word 2007?

ଜୟ ଜଗନ୍ନାଥ Friends . ଆଜି ଏଇ ଭିଡ଼ିଓରେ ମୁଁ ଆପଣମାଙ୍କୁ Microsoft Word 2007ରେ Copy option, Cut Option, Paste Option ଏବଂ Format Painter କୁ କିପରି ବ୍ୟବହାର କରିବେ ସେ
ବିଷୟରେ କହିବି.


ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ପାଖରେ ଥିବା Bell Icon ରେ ମଧ୍ୟ click କରନ୍ତୁ ଆମର Latest Notification ସର୍ବ ପ୍ରଥମେ ପାଇବା ପାଇଁ |

ଭିଡ଼ିଓ ଟି ଭଲ ଲାଗିଲେ like କରନ୍ତୁ , Share କରନ୍ତୁ | ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |

||ଧନ୍ୟବାଦ ||
#mayurbhanjiatechmind
#cut
#copy
#paste
#format_painter
#ms_word
#in_odia
#tutorial
#ms_office
#word 2007
Follow me on: facebook-  / mayurbhanjia-tech-mind  
My Gears:- Microphone-https://amzn.to/33B7Syh
Thanks for watching "MayurbhanjiaTechMind".