How To Insert Wordart In Word 2007 in Odia| WordArt

Опубликовано: 14 Май 2026
на канале: mtechmind “mtechmind”
149
8

How To Insert Wordart In Word 2007 in Odia| WordArt

ଜୟ ଜଗନ୍ନାଥ Friends . ଆଜି ଏଇ ଭିଡ଼ିଓରେ ମୁଁ ଆପଣମାଙ୍କୁ Microsoft Word 2007 ରେ WordArtକୁ Insert କିପରି କରିବେ ତାସହିତ, WordArt କୁ Format, Edit Text, Change Shape କିପରି କରିବେ, ସେ ବିଷୟରେ ମଧ୍ୟ କହିବି.


ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ପାଖରେ ଥିବା Bell Icon ରେ ମଧ୍ୟ click କରନ୍ତୁ ଆମର Latest Notification ସର୍ବ ପ୍ରଥମେ ପାଇବା ପାଇଁ |

ଭିଡ଼ିଓ ଟି ଭଲ ଲାଗିଲେ like କରନ୍ତୁ , Share କରନ୍ତୁ | ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |

||ଧନ୍ୟବାଦ ||
#mayurbhanjiatechmind
#wordart
#inserting_wordart
#inserting_word_art
#format_wordart
Follow me on: facebook-  / mayurbhanjia-tech-mind  
My Gears:- Microphone-https://amzn.to/33B7Syh
Thanks for watching "MayurbhanjiaTechMind".