What Is Paragraph Formatting In MS Word
ଜୟ ଜଗନ୍ନାଥ Friends . ଆଜି ଏଇ ଭିଡ଼ିଓରେ ମୁଁ ଆପଣମାଙ୍କୁ Microsoft Word ରେ Paragraph Formatting ଅର୍ଥାତ Paragraph Alignment, Paragraph Indentation, Paragraph Spacing, Line Spacing Option, Bullet And Numbering, ଇତ୍ୟାଦି କୁ କିପରି ବ୍ୟବହାର କରିବେ, ସେ ବିଷୟରେ କହିବି.
ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ପାଖରେ ଥିବା Bell Icon ରେ ମଧ୍ୟ click କରନ୍ତୁ ଆମର Latest Notification ସର୍ବ ପ୍ରଥମେ ପାଇବା ପାଇଁ |
ଭିଡ଼ିଓ ଟି ଭଲ ଲାଗିଲେ like କରନ୍ତୁ , Share କରନ୍ତୁ | ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |
||ଧନ୍ୟବାଦ ||
#mayurbhanjiatechmind
#Paragraph_Formatting
#Paragraph_Alignment,
#Paragraph_Indentation,
#Paragraph_Spacing,
#Line_Spacing_Option,
#Bullet_And_Numbering
Follow me on facebook- / mayurbhanjia-tech-mind
My Gears:- Microphone-https://amzn.to/33B7Syh
Thanks for watching "MayurbhanjiaTechMind".