Abadhya Manisha || ଅବାଧ୍ୟ ମଣିଷ || Promo Video || Shasank Sekhar New Odia Christian Song || Amit Badanayak
Praise The Lord..... ଯାହାଙ୍କର କ୍ରିୟା ସକଳ ଆଶ୍ଚର୍ଯ୍ୟଜନକ ଓ କର୍ମ ସକଳ ବିସ୍ମୟଜନକ ସେହି ପରମେଶ୍ବରଙ୍କ ମହତ୍ ନାମ ଯୁଗେ ଯୁଗେ ଧନ୍ୟ ହେଉ। AB Music ତରଫରୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ।
ବାସ୍ତବରେ ଆଜି ଆମେ ଅନେକେ ପ୍ରଭୁଙ୍କର ଅନୁଗ୍ରହ ଦାନକୁ ହେୟ ଜ୍ଞାନ କରି ଜଗତର ଅସାରତା ପ୍ରତି ଆକୃଷ୍ଟ ହୋଇ ପ୍ରଭୁ ଯୀଶୁଙ୍କର ଆଜ୍ଞା ବହତା ନ ହୋଇ ଅବାଧ୍ୟତା ଜୀବନ କାଟୁଛୁ। ସଂସାରର ମୋହ ମାୟାରେ ଆଉଜି ପଡ଼ି ଆମେ ବାରମ୍ବାର ଭୁଲ୍ ଅପରାଧ କରି ପ୍ରଭୁଙ୍କ ଦୃଷ୍ଟିରେ ଅବାଧ୍ୟ ଅଯୋଗ୍ୟ ସାଜିଲେ ସୁଦ୍ଧା ଯୀଶୁ ଆମ୍ଭ ମାନଙ୍କୁ ଉଚିତ୍ ଦଣ୍ଡ ନ ଦେଇ ଦୟା ପରେ ଦୟା ବହି କ୍ଷମା ଦେବା ପାଇଁ ଚାହିଁ ବସିଛନ୍ତି ।
ଏଣୁ ଆସୁ ଏ ଅନ୍ତିମ ସମୟରେ ଘଡ଼ି ସନ୍ଧି ମୁହୂର୍ତ୍ତରେ ବଞ୍ଚି ଥାଉ ଥାଉ ଜୀବନରେ କରିଥିବା ଅଗଣିତ ପାପ ଦୋଷକୁ ସ୍ୱୀକାର କରି ଯୀଶୁଙ୍କ ନିକଟରେ ନିଜ ନିଜକୁ ସମର୍ପିତ କରି ଅନୁତାପ କରିବା ନିଶ୍ଚିତ ରୂପେ ପ୍ରଭୁ ଯୀଶୁ ଆମର ସକଳ ଅପରାଧ ଧୌତ କରି ଦେବେ।
SONG CREDITS :
Song : Abadhya Manisha (Promo Song)
Singer : Shasank Sekhar (Ollywood Singer)
Lyrics : Amit Badanayak
Music : Amit Badanayak
Arrangement & Programming : Bapi Samal
Record & Mixing : MRR Studio, Cuttack
Mastering by : Shaktiswar Mohapatra
Camera ,Edit & Poster - Biswo (7077882504)
Banner : AB Music
Special Thanks : Tanu & Simiya
Production : AB Music
WhatsApp : 8895583382,7978601423
Contact : 7978601423,8895583382
#abadhyamanisha
#abadhyamanishasong
#newodiachristiansongs
#saragaraphulochristiansong
#newodiachristmassong
#odiachristmassongs
#amitbadanayaknewchristiansongs
#newodiachristiansongs
#shasanksekharsongs
#amitbadanayakchristmassongs
#odianewchristmassongs
#christmassongs
#shasanksekharchristiansongs
#humanesagarnewchristiansong
#amitpanichristiansongs
#newodiachristiansong
#odiachristiansong
#amitbadanayaksongs
#latestodiachristiansongs
#shasanksekhar
#amitbadanayak
#humansagar
#humanesagarchristmassongs
#amitbadanayakchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#newodiajisusongs