SARAGARA PHULA || ସରଗର ଫୁଲ || NEW ODIA CHRISTMAS SPECIAL SONG || SHASANK SEKHAR || AMIT BADANAYAK

Опубликовано: 30 Сентябрь 2026
на канале: Amit Badanayak
457,608
8.4k

SARAGARA PHULA || ସରଗର ଫୁଲ || NEW ODIA CHRISTMAS SPECIAL SONG || SHASANK SEKHAR || AMIT BADANAYAK || STUDIO VERSION 

AB Music Presents A New Kind Of  Christmas Special Dance Song.Which Is Sung By Shasank Sekhar. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Beautiful Christmas Special Dance Song And Like Share Comment And Subscribe.


Full Lyrics 


ଫୁଟିଛି ଗୁହାଳେ ସରଗର ଫୁଲ..
ତା ବାସ ମହକ ସବୁଠୁ ଲାଗେ ଭଲ  

ଶୀତ କାକର ଅନ୍ଧାର ବେଳେ
ବେଥଲିହିମ ଗାଈ ଗୁହାଳେ
ଫୁଟିଛି ଫୁଲ 

ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ....
ପ୍ରଶଂସା ଗୌରବ କର ହେ ସକଳ
ଆନନ୍ଦ ଉଲ୍ଲାସେ ଜୟ ଜୟ ବୋଲ..
ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ......=୦=

ଏ ଧରା କାନନେ ଫୁଟିଅଛି ଯେତେ ଫୁଲ
ଗୁଣରେ ଶୋଭାରେ କେହି ନୁହଁଇ ତା ତୁଲ 
ସହଜ ନୁହଁଇ ପାଇବାକୁ ସେହି ଫୁଲ
ବିଶ୍ୱାସେ ଯେ ଖୋଜେ ମିଳଇ ତାଙ୍କୁ କେବଳ...
କରିଲେ ଧାରଣ ହୃଦୟେ ସେ ଫୁଲ
ବଦଳି ଯାଏ ତା ସ୍ବଭାବ ସକଳ
ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ......=୧=

ସେ ଫୁଲ ଅଟଇ ଶାନ୍ତି ମୁକ୍ତିର ପ୍ରତୀକ
ସେ ଫୁଲେ ମିଳଇ ଦୟା କରୁଣା ଅନେକ 
ସେ ଫୁଲେ ରହିଛି ପରିତ୍ରାଣର ମହକ
ସେ ଫୁଲ ଜୀବନେ ଦିଏ ଆଶାର ଆଲୋକ 
ଯୀଶୁ ହିଁ କେବଳ ଅଟନ୍ତି ସେ ଫୁଲ
ଏହେତୁ ଯୀଶୁଙ୍କୁ ଭଜ ସଦାକାଳ
ଶାରୋଣର ଗୋଲାପ ଫୁଲ
ମସୀହ ସେ ଈମ୍ମାନୁଏଲ......=୨=


Praise The Lord...ପ୍ରଭୁ ଯୀଶୁଙ୍କର ମହତ୍ ନାମ ଧନ୍ୟ ହେଉ.. AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ବା ବଡ଼ଦିନ ପାଳନ ପରିପ୍ରେକ୍ଷୀରେ ଢେର୍ ସାରା ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। AB Music ତରଫରୁ ପ୍ରତିବର୍ଷ ଖ୍ରୀଷ୍ଟୀୟ ସମାଜକୁ ବଡ଼ଦିନ ଉପଲକ୍ଷେ ଆଧାରିତ ନୂଆ ଗୀତ ଭେଟି ଦେଇ ଆସୁଛି ତଦ୍ରୁପ ଏହି ବର୍ଷ ମଧ୍ୟ ସରଗର ଫୁଲ ନାମକ ଏକ ଭିନ୍ନ ସ୍ୱାଦର ନୃତ୍ୟ ଭିତ୍ତିକ ବଡ଼ଦିନ ଗୀତ ଉପହାର ସ୍ୱରୂପ ଭେଟି ଦେଇଅଛି। ଆଶା କରୁ କମ୍ପି ଉଠେ, ଆସିଛି ବଡ଼ଦିନ ଓ ବଡ଼ଦିନର ଅଭିନନ୍ଦନ ଗୀତ ପରି ଉକ୍ତ ସରଗର ଫୁଲ ଗୀତ ମଧ୍ୟ ଆପଣ ମାନଙ୍କ ହୃଦୟକୁ ନିଶ୍ଚୟ ସ୍ପର୍ଶ କରିବ ।

ଗୀତ ଶୁଣନ୍ତୁ ଏବଂ ହରଷ ଚିତ୍ତରେ ଓ ପୁଲକିତ ମନରେ ଉକ୍ତ ଗୀତର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରି ପ୍ରଭୁ ଯୀଶୁଙ୍କ ସ୍ତବଗାନ କରନ୍ତୁ।

ବାସ୍ତବରେ ବାଇବଲ ଅନୁସାରେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ଶାରୋଣ ଗୋଲାପ ଫୁଲ। ଦିନେ ଆଜକୁ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଏହି ସରଗର ଫୁଲ ଆମ୍ଭମାନଙ୍କର ପରିତ୍ରାଣ ଓ ମୁକ୍ତି ସାଧନ ପାଇଁ ଶୀତ କାକର ରାତି ସମୟରେ ବେଥଲିହିମ ଗୋଶାଳାରେ ଫୁଟିଥିଲା। ଏ ଧରା କାନନେ ଯେତେ ଫୁଲ ଫୁଟି ଥିଲେ ମଧ୍ୟ ବାସନାରେ, ସୁନ୍ଦରତାରେ କିମ୍ବା କୌଣସି ଗୁଣରେ ତା ସହିତ ସମାନ ନୁହଁନ୍ତି। ସେହି ଫୁଲରେ ଶାନ୍ତି,ମୁକ୍ତି, ଦୟା,କ୍ଷମା ପ୍ରେମ,କରୁଣା ଇତ୍ୟାଦି ରହିଛି। ଏଣୁ ଏ ଫୁଲ ହେଉଛି ଆମର 

ଏକମାତ୍ର ଯୀଶୁ ଖ୍ରୀଷ୍ଟ ଏଣୁ ତାଙ୍କୁ ହୃଦୟରେ ଧାରଣ କରି ତାଙ୍କ ମହକରେ ଆମେ ମହକିବା ପାଇଁ ଯତ୍ନବାନ ହେବା।



SONG CREDITS :

Song  : Saragara Phula (Studio Version)

Singer : Shasank Sekhar (Ollywood Singer)

Lyrics : Amit Badanayak (8895583382)

Music Composition : Amit Badanayak

Arrangement & Programming : Bapi Samal

Record & Mixing : MRR Studio, Cuttack 

Mastering by : Shaktiswar Mohapatra 

Camera ,Edit & Poster - Biswo (7077882504)

Banner : AB Music 

Special Thanks : Biku,Kuna,Lulu Salem & Sundar 

Production : AB Music 

WhatsApp : 8895583382,7978601423

Contact : 7978601423,8895583382


#saragaraphula
#saragaraphulasong
#saragaraphulachristmassong
#saragaraphulochristiansong
#newodiachristmassong
#odiachristmassongs
#amitbadanayaknewchristiansongs
#newodiachristiansongs
#shasanksekharsongs
#amitbadanayakchristmassongs
#odianewchristmassongs
#christmassongs
#shasanksekharchristiansongs
#humanesagarnewchristiansong 
#amitpanichristiansongs
#newodiachristiansong 
#odiachristiansong
#amitbadanayaksongs
#latestodiachristiansongs
#shasanksekhar
#amitbadanayak
#humansagar 
#humanesagarchristmassongs
#amitbadanayakchristiansongs 
#odiachristiansongs 
#abmusic 
#latestodiachristiansongs 
#humanesagarchristiansongs 
#newodiajisusongs


ଅନ୍ୟ ସମସ୍ତ ଲୋକପ୍ରିୟ ଖ୍ରୀଷ୍ଟମାସ ଗୀତ ଓ Track/Karaoke ଗୁଡ଼ିକର Links ତଳେ ଦିଆଯାଇଛି ଦେଖି ନିଅନ୍ତୁ

ବଡ଼ଦିନର ଅଭିନନ୍ଦନ ( Humane Sagar)
   • BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...  

ବଡ଼ଦିନର ଅଭିନନ୍ଦନ (Track/Karaoke)
   • ORIGINAL KARAOKE/TRACK | ବଡ଼ଦିନର ଅଭିନନ୍ଦନ ...  

ବଡ଼ଦିନର ଅଭିନନ୍ଦନ (Dance Video Male)
   • ABHINANDANA GHENA | FULL DANCE VIDEO | HUM...  

ବଡ଼ଦିନର ଅଭିନନ୍ଦନ (Dance Video Female)
   • BADADINARA ABHINANDANA || FULL DANCE VIDEO...  

ଆସିଛି ବଡ଼ଦିନ Asima Panda (Studio Version)
   • ASICHI BADADINA | ଆସିଛି ବଡ଼ଦିନ | NEW CHRIS...  

ଆସିଛି ବଡ଼ଦିନ (Dance Video)
   • ASICHI BADADINA | FULL DANCE VIDEO | NEW C...  

ଆସିଛି ବଡ଼ଦିନ (Track/Karaoke)
   • ASICHI BADADINA || TRACK/KARAOKE || ASIMA ...  

କମ୍ପିଉଠେ Amit Pani - Studio Version 
   • KAMPIUTHE | କମ୍ପିଉଠେ | NEW ODIA CHRISTMAS ...  

କମ୍ପିଉଠେ (Dance Video)
   • NEW ODIA CHRISTMAS DANCE VIDEO || KAMPIUTH...  

କମ୍ପିଉଠେ (Track/Karaoke)
   • Kampiuthe Track || କମ୍ପିଉଠେ ଟ୍ରାକ୍ ||  ନୂଆ...  

କେଡ଼େ ପ୍ରେମ କଲେ ବୋଲି ଆମକୁ 
   • KEDE PREMA KALE BOLI || କେଡ଼େ ପ୍ରେମ କଲେ  |...  


!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.