BHAYANKARA DINA || ଭୟଙ୍କର ଦିନ || HUMANE SAGAR NEW ODIA CHRISTIAN SONG || AMIT BADANAYAK || AB MUSIC

Опубликовано: 16 Июль 2026
на канале: Amit Badanayak
334,540
4.8k

BHAYANKAR DINA || ଭୟଙ୍କର ଦିନ || HUMANE SAGAR NEW ODIA CHRISTIAN SONG || AMIT BADANAYAK

Praise The Lord...ପ୍ରଭୁ ଯୀଶୁଙ୍କର ମହତ୍ ନାମ ଧନ୍ୟ ହେଉ.. AB MUSIC ତରଫରୁ ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର। ପ୍ରଭୁ ଯୀଶୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ଆତ୍ମିକ ସଚେତନତା ନିମନ୍ତେ ଭେଟି ଦେଉଛୁ "ଭୟଙ୍କର ଦିନ" ନାମକ ଏକ ସଚେତନ ମୂଳକ ଖ୍ରୀଷ୍ଟୀୟ ଭକ୍ତି ଗୀତ।

ପବିତ୍ର ବାଇବଲ ପ୍ରକାଶ କରେ ସଦାପ୍ରଭୁଙ୍କ ମହା କ୍ରୋଧର ଦିନ ଅତି ନିକଟବର୍ତ୍ତୀ ତାହା ଅତି ଶୀଘ୍ର ଆସୁଅଛି,ସେହି ଦିନ କ୍ରୋଧର ଦିନ,ସଙ୍କଟ ଓ କ୍ଳେଶର ଦିନ,ଉଜାଡ଼ ଓ ସର୍ବନାଶର ଦିନ, ଅନ୍ଧକାର ଓ ଘୋର ତିମିରର ଦିନ ମେଘ ଓ ନିବିଡ଼ ଅନ୍ଧକାରର ଦିନ, ତୂରୀ ଧ୍ୱନି ଓ ଭୟାନକ ନାଦର ଦିନ । (ସିଫନୀୟ ୧ - ୧୪,୧୫,୧୬)

ଦେଖ, ଦେଶ ଧ୍ୱଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଭୟଙ୍କର; କ୍ରୋଧ ଓ ପ୍ରଚଣ୍ଡ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି। କାରଣ ଆକାଶମଣ୍ଡଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ। ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା। ଏହେତୁ ଆମ୍ଭେ ଆକାଶମଣ୍ଡଳକୁ କମ୍ପାନ୍ୱିତ କରିବା, ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ଡ କ୍ରୋଧର ଦିନରେ ପୃଥିବୀ ଟଳି ସ୍ୱସ୍ଥାନ ଚ୍ୟୁତ ହେବ। (ଯିଶାଇୟ ୧୩ : ୯,୧୦,୧୧,୧୩)


SONG CREDITS :

Song : Bhayankar Dina

Singer : Humane Sagar (Ollywood Singer)

Lyrics : Amit Badanayak (8895583382)

Music Composition : Amit Badanayak

Arrangement & Programming : Bapi Samal

Dialogue Written By - Amit Badanayak

Dialogue Delivery By - Humane Sagar

Record & Mixing : MRR Studio, Cuttack

Mastering by : Shaktiswar Mohapatra

Editing - Pratyush Lohora

Poster Design - Biswo (7077882504)

Banner : AB Music

Production : AB Music

WhatsApp : 8895583382,7978601423

Contact : 7978601423,8895583382

#bhayankaradina
#bhayankaradinasong
#bhayankaradinachristiansong
#humanesagarchristiansongs
#newodiachristiansongs
#humanesagarnewchristiansong
#newodiachristiansong
#amitbadanayaknewchristiansongs
#odiachristiansong
#madiasuchisong
#amitbadanayaksongs
#latestodiachristiansongs
#humanesagar
#humansagar
#amitbadanayaksongs
#amitbadanayak
#humanesagarnewsongs
#amitbadanayakchristiansongs
#humansagarchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#humanesagarnewchristiansongs


ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ

ଅବାଧ୍ୟ ମଣିଷ (Shasank Sekhar)
   • ABADHYA MANISHA | ଅବାଧ୍ୟ ମଣିଷ | SHASANK SE...  

ଜୀବନ ଦୀପ (Shasank Sekhar)
   • JIBANA DIPA || ଜୀବନ ଦୀପ || NEW ODIA CHRIST...  

ଧନ୍ୟ ଧନ୍ୟ (Amit Pani)
   • DHANYA DHANYA || ଧନ୍ୟ ଧନ୍ୟ || NEW ODIA CHR...  

ଅଛି ଦିନେ ମରଣ (Humane Sagar)
   • ACHI DINE MARANA || ଅଛି ଦିନେ ମରଣ  || NEW O...  

ବଡ଼ଦିନର ଅଭିନନ୍ଦନ ( Humane Sagar)
   • BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...  

ନରକ ଦଣ୍ଡ (Studio Version)
   • NARAKA DANDA | ନରକ ଦଣ୍ଡ | NEW ODIA CHRISTI...  

ସଙ୍ଗୀତର ସାତ ସୂରେ (Asima Panda)
   • SANGITARA SATA SURE || ସଙ୍ଗୀତର ସାତ ସୂରେ | ...  

ନାଉରୀ (JYOTIRMAYEE NAYAK)
   • NAURI | ନାଉରୀ | NEW ODIA CHRISTIAN SONG 20...  

ରେ ମନ (HUMANE SAGAR)
   • RE MANA | ରେ ମନ | HUMANE SAGAR | NEW ODIA ...  

ସରଗ ରାଇଜ (SHASANK SEKHAR)
   • SARAGA RAIJA | ସରଗ ରାଇଜ | NEW ODIA CHRISTI...  

ଅଳପ ଆୟୁଷ (Ananya Sritam Nanda)
   • ALAPA AYUSHA || ଅଳପ ଆୟୁଷ || ANANYA SRITAM ...  

ଆସିଛି ବଡ଼ଦିନ Asima Panda
   • ASICHI BADADINA | ଆସିଛି ବଡ଼ଦିନ | NEW CHRIS...  

ମହାମାରୀରୁ ରକ୍ଷା କର (Asima Panda)
   • MAHAMARIRU RAKHYA KARA | ମହାମାରୀରୁ ରକ୍ଷା କ...  

ପ୍ରଶଂସା ହେଉ ତୁମର (Amit Pani)
   • PRASANGSA HEU TUMARA || ପ୍ରଶଂସା ହେଉ ତୁମର |...  

ଆରାଧ୍ୟ ଈଶ୍ୱର (Ira Mohanty)
   • ARADHYA ESWARA | ଆରାଧ୍ୟ ଈଶ୍ୱର | NEW ODIA C...  

ଲହୁ ଭିଜା ଲଲାଟ (Studio Version)
   • LAHU BHIJA LALATA || ଲହୁ ଭିଜା ଲଲାଟ || GOOD...  

ହେ ପ୍ରଭୁ (Full HD Video)
   • HE PRABHU || ହେ ପ୍ରଭୁ || HUMANE SAGAR NEW ...  

ହେ କ୍ରୁଶଧାରୀ (Studio Version)
   • NEW ODIA GOOD FRIDAY SPECIAL SONG 2022 || ...  

କମ୍ପିଉଠେ ଏ ଧରା ଧାମ (Studio Version)
   • KAMPIUTHE | କମ୍ପିଉଠେ | NEW ODIA CHRISTMAS ...  

କେତେବେଳେ ଚାଲିଯିବ ଜୀବନ (Full Video)
   • KETEBELE CHALIJIBA JEEBANA | କେତେବେଳେ ଚାଲି...  

କେତେ କାଳରେ ମନ (Studio Version)
   • KETE KALA RE MANA || କେତେ କାଳ ରେ ମନ || AMI...  

ସତର୍କ ଟିକେ ରୁହ (Studio Version)
   • Satarka Tike Ruha || Studio Version || ସତର...  

ଶେଷ ଘଣ୍ଟି ( Full Video)
   • SESHA GHANTI || ଶେଷ ଘଣ୍ଟି || HUMANE SAGAR ...  

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
   • JISU MU TUMAKU HRUDE RAKHIBI | ANTARA CHAK...  


!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.