JISU MU TUMAKU BHALA PAE || ଯୀଶୁ ମୁଁ ତୁମକୁ ଭଲ ପାଏ || NEW ODIA CHRISTIAN SONG || ANANYA SRITAM NANDA || AMIT BADANAYAK
AB Music Presents A New Kind Of Odia Christian Worship Song.Which Is Sung By Indian Idol Junior Winner Ananya Sritam Nanda. Lyrics Penned And Music Composed By Amit Badanayak.Music Arranged By Bapi Samal.Must Watch This Beautiful Song And Like Share Comment And Subscribe.
Praise The Lord....ପ୍ରଭୁ ଯୀଶୁଙ୍କ ମଧୁର ନାମରେ ସମସ୍ତଙ୍କୁ AB Music ତରଫରୁ ନମସ୍କାର। ଦୀର୍ଘ ବର୍ଷ ଧରି AB Music ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଓ ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଗୋଟିଏ ପରେ ଗୋଟିଏ ଭିନ୍ନ ଭିନ୍ନ ସ୍ୱାଦର ଗୀତ ଭେଟି ଦେଇ ଆସୁଛି...ତଦ୍ରୁପ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏକ ପ୍ରଶଂସା ଗୀତ ମୁକ୍ତିଲାଭ ହୋଇଛି ।
AB Music ତରଫରୁ ଅନନ୍ୟା ଶ୍ରୀତମ ନନ୍ଦଙ୍କ କଣ୍ଠରୁ ଭେଟି ଦେଉଛୁ " ଯୀଶୁ ମୁଁ ତୁମକୁ ଭଲ ପାଏ " ନାମକ ଏକ ଭିନ୍ନ ସ୍ୱାଦର ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ । ସଂପୂର୍ଣ୍ଣ ଗୀତଟି ମୁକ୍ତିଲାଭ ହୋଇଅଛି ଶୁଣନ୍ତୁ ଏବଂ ଏ କ୍ଷଣସ୍ଥାୟୀ ଜଗତର ଅସାର ବିଷୟ ପ୍ରତି ଆସକ୍ତ ନ ହୋଇ ନିଜ ମନ ପ୍ରାଣ ଅନ୍ତଃକରଣ ସହ ପ୍ରଭୁ ଯୀଶୁଙ୍କୁ ଭଲ ପାଆନ୍ତୁ ଏବଂ ତାଙ୍କ ପ୍ରଶଂସା ଓ ଗୌରବ କରନ୍ତୁ।
ବାସ୍ତବରେ ଯିଏ ଆମ୍ଭ ମାନଙ୍କୁ ନିର୍ମାଣ କରିଛନ୍ତି,ଯିଏ ଆମ୍ଭ ମାନଙ୍କର ପାଶେ ପାଶେ ରହି ପ୍ରତି ମୁହୂର୍ତ୍ତରେ ସୁରକ୍ଷା ଦେଇ ଆସୁଅଛନ୍ତି ଯିଏ ଆମ୍ଭ ମାନଙ୍କର ମୁକ୍ତି ଲାଗି ସର୍ବସ୍ବ ତ୍ୟାଗ କରି ନିଜର ଜୀବନ ଦେଇ ସ୍ୱର୍ଗୀୟ ପ୍ରେମ ପ୍ରକାଶ କରିଛନ୍ତି ତାଙ୍କୁ ଯଦି ଭଲ ପାଇବା ନାହିଁ ତ ଆଉ କାହାକୁ ପ୍ରେମ କରିବା। ଏଣୁ ଆସୁ ସମୟ ଥାଉ ଥାଉ ଜଗତର ପାର୍ଥିବ ବିଷୟକୁ ଭଲ ନ ପାଇ ଯୀଶୁଙ୍କୁ ଭଲ ପାଇବା।
SONG CREDITS :
Song : Jisu Mu Tumaku Bhala Pae
Singer : Ananya Sritam Nanda (Ollywood Singer)
Lyrics : Amit Badanayak
Music Composition : Amit Badanayak
Arrangement & Programming : Bapi Samal
Record & Mixing : Smruti Studio, BBSR
Mastering by : Smruti Ranjan Samal
Banner : AB Music
Production : AB Music
WhatsApp : 8895583382,7978601423
Contact : 7978601423,8895583382
FULL LYRICS
ଭଲ ପାଏ ଯୀଶୁ ମୁଁ ତୁମକୁ
ପ୍ରେମ କରେ ପ୍ରଭୁ ମୁଁ ତୁମକୁ
ତୁମରି ନାମକୁ ନିତି ଭଜିବାକୁ...(୨ଥର)
ଭଲ ଲାଗେ ମୋତେ ନିଜକୁ......=୦=
ଏ ଜଗତେ ମୋ ଅସ୍ତିତ୍ଵ ଥିବ ଯେତେଦିନ
ସେତେଦିନ ତୁମ୍ଭ ବାକ୍ୟ କରୁଥିବି ଧ୍ୟାନ
ଚାଲୁଥିବ ଯେତେଦିନ ମୋ ହୃଦ ସ୍ପନ୍ଦନ
ସେତେଦିନ ତୁମ୍ଭ ଆଜ୍ଞା କରିବି ପାଳନ
ଆସୁ ଯେତେ ବାଧା ଦୁଃଖ ଅବା ନିନ୍ଦା...(୨ଥର)
ହଟିବିନି କେବେ ପଛକୁ..........=୧=
ପ୍ରଭୁ ତୁମ୍ଭ ଉଦ୍ଦେଶ୍ୟରେ ସର୍ବଦା ବଞ୍ଚିବି
ମୋ ସକଳ ଅବସ୍ଥାରେ ଧନ୍ୟବାଦ ଦେବି
ତୁମ୍ଭ ବାକ୍ୟ ଅନୁସାରେ ଜୀବନ କାଟିବି
ମନ ପ୍ରାଣ ହୃଦ ଦେଇ ତୁମକୁ ସେବିବି
ମୋର ଚଲାପଥେ ତୁମେ ଥିଲେ ସାଥେ...(୨ଥର)
ଡରିବିନି ଆଉ କାହାକୁ...........=୨=
#jisumutumakubhalapaesong
#jisumutumakubhalapae
#bhalapaejisumutumakusong
#newodiachristiansongs
#ananyasritamnandanewchristiansong
#newodiachristiansong
#amitbadanayaknewchristiansongs
#odiachristiansong
#amitbadanayaksongs
#latestodiachristiansongs
#ananyasritamnanda
#amitbadanayak
#bhalapaejisumutumakuchristiansong
#ananyasritamnandanewsongs
#amitbadanayakchristiansongs
#shasanksekharchristiansongs
#odiachristiansongs
#abmusic
#latestodiachristiansongs
#humanesagarchristiansongs
#amitpanichristiansongs
#newodiajisusong
#odiajesussongs
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ
ଅବାଧ୍ୟ ମଣିଷ (Shasank Sekhar)
• ABADHYA MANISHA | ଅବାଧ୍ୟ ମଣିଷ | SHASANK SE...
ସରଗର ଫୁଲ (Shasank Sekhar)
• SARAGARA PHULA || ସରଗର ଫୁଲ || NEW ODIA CHR...
ମାଡ଼ି ଆସୁଛି (Humane Sagar)
• MADI ASUCHI | ମାଡ଼ି ଆସୁଛି | HUMANE SAGAR N...
ଜୀବନ ଦୀପ (Shasank Sekhar)
• JIBANA DIPA || ଜୀବନ ଦୀପ || NEW ODIA CHRIST...
ଧନ୍ୟ ଧନ୍ୟ (Amit Pani)
• DHANYA DHANYA || ଧନ୍ୟ ଧନ୍ୟ || NEW ODIA CHR...
ଅଛି ଦିନେ ମରଣ (Humane Sagar)
• ACHI DINE MARANA || ଅଛି ଦିନେ ମରଣ || NEW O...
ବଡ଼ଦିନର ଅଭିନନ୍ଦନ ( Humane Sagar)
• BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...
ନରକ ଦଣ୍ଡ (Studio Version)
• NARAKA DANDA | ନରକ ଦଣ୍ଡ | NEW ODIA CHRISTI...
ସଙ୍ଗୀତର ସାତ ସୂରେ (Asima Panda)
• SANGITARA SATA SURE || ସଙ୍ଗୀତର ସାତ ସୂରେ | ...
ଫେରିଆ ଫେରିଆ (Humane Sagar)
• PHERIA PHERIA || ଫେରିଆ ଫେରିଆ || HUMANE SAG...
ନାଉରୀ (JYOTIRMAYEE NAYAK)
• NAURI | ନାଉରୀ | NEW ODIA CHRISTIAN SONG 20...
ରେ ମନ (HUMANE SAGAR)
• RE MANA | ରେ ମନ | HUMANE SAGAR | NEW ODIA ...
ସରଗ ରାଇଜ (SHASANK SEKHAR)
• SARAGA RAIJA | ସରଗ ରାଇଜ | NEW ODIA CHRISTI...
ଅଳପ ଆୟୁଷ (Ananya Sritam Nanda)
• ALAPA AYUSHA || ଅଳପ ଆୟୁଷ || ANANYA SRITAM ...
ଆସିଛି ବଡ଼ଦିନ Asima Panda (Studio Version)
• ASICHI BADADINA | ଆସିଛି ବଡ଼ଦିନ | NEW CHRIS...
ମହାମାରୀରୁ ରକ୍ଷା କର (Asima Panda)
• MAHAMARIRU RAKHYA KARA | ମହାମାରୀରୁ ରକ୍ଷା କ...
ପ୍ରଶଂସା ହେଉ ତୁମର (Amit Pani)
• PRASANGSA HEU TUMARA || ପ୍ରଶଂସା ହେଉ ତୁମର |...
ଆରାଧ୍ୟ ଈଶ୍ୱର (Ira Mohanty)
• ARADHYA ESWARA | ଆରାଧ୍ୟ ଈଶ୍ୱର | NEW ODIA C...
ଲହୁ ଭିଜା ଲଲାଟ (Studio Version)
• LAHU BHIJA LALATA || ଲହୁ ଭିଜା ଲଲାଟ || GOOD...
ମୁଁ ଯେ ଅକିଞ୍ଚନ (Studio Version)
• MU JE AKINCHANA || ମୁଁ ଯେ ଅକିଞ୍ଚନ || NEW O...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
ହେ କ୍ରୁଶଧାରୀ (Studio Version)
• NEW ODIA GOOD FRIDAY SPECIAL SONG 2022 || ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
ସତର୍କ ଟିକେ ରୁହ (Studio Version)
• Satarka Tike Ruha || Studio Version || ସତର...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.