ACHI DINE MARANA | ଅଛି ଦିନେ ମରଣ | FULL VIDEO | HUMANE SAGAR NEW ODIA CHRISTIAN SONG |AMIT BADANAYAK

Опубликовано: 30 Сентябрь 2026
на канале: Amit Badanayak
66,670
1.3k

ACHI DINE MARANA || ଅଛି ଦିନେ ମରଣ || FULL VIDEO || HUMANE SAGAR NEW ODIA CHRISTIAN SONG || AMIT BADANAYAK

PRAISE THE LORD..........AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ମଣ୍ଡଳୀକୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଲୋକ ମାନଙ୍କର ଆତ୍ମିକ ଜାଗରଣ ଏବଂ ମନ ପରିବର୍ତ୍ତନ ନିମନ୍ତେ AB MUSIC ତରଫରୁ ଖ୍ରୀଷ୍ଟୀୟ ସଙ୍ଗୀତ ଜରିଆରେ ଭେଟି ଦେଉଛୁ ଏକ ଭିନ୍ନ ସ୍ୱାଦର ହୃଦୟସ୍ପର୍ଶୀ ଓ ଭାବପୂର୍ଣ୍ଣ ଗୀତ "ଅଛି ଦିନେ ମରଣ" ଗୀତର Full Video।


ଦିନେ ଯେ ଆମ ସମସ୍ତଙ୍କ ପାଇଁ ମରଣ ରହିଛି ତଥାପି ସବୁ ଜାଣି ଶୁଣି ଆମେ ଜଗତ ପଛରେ ଧାଉଁଛୁ ଆମର ବହୁମୂଲ୍ୟ ସମୟକୁ ସାଂସାରିକ ମୋହ ମାୟାରେ କ୍ଷେପଣ କରୁଛୁ। ଏଣୁ ବାଇବଲ କହେ ଏନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଅଣ ଖାଇବ, ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ, କିଅବା କଅଣ ପିନ୍ଧିବ, ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। (ଲୂକ ୧୨:୨୨)

ଧନ, ଜ୍ଞାନ ଓ ବଳକୁ ନେଇ ଯେଉଁ ଗର୍ବ ଅନୁଭବ କରୁଛୁ ତାହା କ'ଣ ଆମକୁ ପରିତ୍ରାଣ ଦେବ ନା ସାରା ଜୀବନ ବଞ୍ଚାଇ ରଖି ପାରିବ ?? ଜଣେ ମନୁଷ୍ୟ ମୃତ୍ୟୁ ପରେ ଗର୍ତ୍ତକୁ ଗଲା ପରେ ଆଉ କ'ଣ ବା କରିବ ?? ଏହି ହେତୁ ଆସୁ ଜୀବନ ଥାଉ ଥାଉ ଆମ ଜୀବନକୁ ସଜାଡିବା ଏବଂ ସତ୍ୟ ଈଶ୍ଵର ଯୀଶୁଙ୍କୁ ହୃଦେ ଧାରଣ କରି ପବିତ୍ର ବାକ୍ୟ ଅନୁସାରେ ଜୀବନ ଅତିବାହିତ କରିବା।


Video Credits :

Starring - Pankaj Kuldeep

Story Choreography & Direction - Manuel Sagar



SONG CREDITS :

Song : Achi Dine Marana (Full Video)

Singer : Humane Sagar (Ollywood Singer)

Lyrics : Amit Badanayak (8895583382)

Music Composition : Amit Badanayak

Arrangement & Programming : Bapi Samal

Record & Mixing : MRR Studio, Cuttack

Mastering by : Shaktiswar Mohapatra

Editing & Poster - Biswo

Banner : AB Music

Production : AB Music

WhatsApp : 8895583382,7978601423

Contact : 7978601423,8895583382

#achidinemarana
#newodiachristiansong
#achidinemaranasong
#achidinemaranachristiansong
#newodiachristiansongs
#humanesagarnewchristiansong
#odiachristiansongs
#amitbadanayaksongs
#newodiachristiansongs2024
#amitbadanayakchristiansongs
#humanesagarchristiansongs
#odianewchristiansongs
#amitbadanayaknewchristiansongs
#odiachristiansong
#amitbadanayaksongs
#latestodiachristiansongs
#humanesagarnewodiasong
#shasanksekhar
#amitbadanayak
#humanesagarnewsongs
#amitbadanayakchristiansongs
#shasanksekharchristiansongs
#odiachristiansongs
#abmusic
#humanesagarchristiansongs

ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ

ଅବାଧ୍ୟ ମଣିଷ (Shasank Sekhar)
   • ABADHYA MANISHA | ଅବାଧ୍ୟ ମଣିଷ | SHASANK SE...  

ସରଗର ଫୁଲ (Shasank Sekhar)
   • SARAGARA PHULA || ସରଗର ଫୁଲ || NEW ODIA CHR...  

ଦୁଷ୍ଟ ଆତ୍ମା (Shasank Sekhar)
   • DUSTA ATMA | ଦୁଷ୍ଟ ଆତ୍ମା | SHASANK SEKHAR ...  

ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
   • BHALA PAE JISU MU TUMAKU | ଭଲ ପାଏ ଯୀଶୁ ମୁଁ...  

ମାଡ଼ି ଆସୁଛି (Humane Sagar)
   • MADI ASUCHI | ମାଡ଼ି ଆସୁଛି | HUMANE SAGAR N...  

ଜୀବନ ଦୀପ (Shasank Sekhar)
   • JIBANA DIPA || ଜୀବନ ଦୀପ || NEW ODIA CHRIST...  

ଧନ୍ୟ ଧନ୍ୟ (Amit Pani)
   • DHANYA DHANYA || ଧନ୍ୟ ଧନ୍ୟ || NEW ODIA CHR...  

ଅଛି ଦିନେ ମରଣ (Humane Sagar)
   • ACHI DINE MARANA || ଅଛି ଦିନେ ମରଣ  || NEW O...  

ବଡ଼ଦିନର ଅଭିନନ୍ଦନ ( Humane Sagar)
   • BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...  

ନରକ ଦଣ୍ଡ (Studio Version)
   • NARAKA DANDA | ନରକ ଦଣ୍ଡ | NEW ODIA CHRISTI...  

ସଙ୍ଗୀତର ସାତ ସୂରେ (Asima Panda)
   • SANGITARA SATA SURE || ସଙ୍ଗୀତର ସାତ ସୂରେ | ...  

ଫେରିଆ ଫେରିଆ (Humane Sagar)
   • PHERIA PHERIA || ଫେରିଆ ଫେରିଆ || HUMANE SAG...  

ନାଉରୀ (JYOTIRMAYEE NAYAK)
   • NAURI | ନାଉରୀ | NEW ODIA CHRISTIAN SONG 20...  

ରେ ମନ (HUMANE SAGAR)
   • RE MANA | ରେ ମନ | HUMANE SAGAR | NEW ODIA ...  

ସରଗ ରାଇଜ (SHASANK SEKHAR)
   • SARAGA RAIJA | ସରଗ ରାଇଜ | NEW ODIA CHRISTI...  

ଅଳପ ଆୟୁଷ (Ananya Sritam Nanda)
   • ALAPA AYUSHA || ଅଳପ ଆୟୁଷ || ANANYA SRITAM ...  

ଆସିଛି ବଡ଼ଦିନ Asima Panda (Studio Version)
   • ASICHI BADADINA | ଆସିଛି ବଡ଼ଦିନ | NEW CHRIS...  

ମହାମାରୀରୁ ରକ୍ଷା କର (Asima Panda)
   • MAHAMARIRU RAKHYA KARA | ମହାମାରୀରୁ ରକ୍ଷା କ...  

ଆରାଧ୍ୟ ଈଶ୍ୱର (Ira Mohanty)
   • ARADHYA ESWARA | ଆରାଧ୍ୟ ଈଶ୍ୱର | NEW ODIA C...  

ଲହୁ ଭିଜା ଲଲାଟ (Studio Version)
   • LAHU BHIJA LALATA || ଲହୁ ଭିଜା ଲଲାଟ || GOOD...  

ହେ ପ୍ରଭୁ (Full HD Video)
   • HE PRABHU || ହେ ପ୍ରଭୁ || HUMANE SAGAR NEW ...  

ହେ କ୍ରୁଶଧାରୀ (Studio Version)
   • NEW ODIA GOOD FRIDAY SPECIAL SONG 2022 || ...  

କମ୍ପିଉଠେ ଏ ଧରା ଧାମ (Studio Version)
   • KAMPIUTHE | କମ୍ପିଉଠେ | NEW ODIA CHRISTMAS ...  

କେତେବେଳେ ଚାଲିଯିବ ଜୀବନ (Full Video)
   • KETEBELE CHALIJIBA JEEBANA | କେତେବେଳେ ଚାଲି...  

କେତେ କାଳରେ ମନ (Studio Version)
   • KETE KALA RE MANA || କେତେ କାଳ ରେ ମନ || AMI...  

ଶେଷ ଘଣ୍ଟି ( Full Video)
   • SESHA GHANTI || ଶେଷ ଘଣ୍ଟି || HUMANE SAGAR ...  

ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
   • JISU MU TUMAKU HRUDE RAKHIBI | ANTARA CHAK...  


!!* ANTI-PIRACY WARNING *!!

This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.