JIBANARA SWASABAYU || ଜୀବନର ଶ୍ୱାସବାୟୁ || HUMANE SAGAR NEW ODIA CHRISTIAN SONG || AMIT BADANAYAK || STUDIO VERSION
AB Music Presents A New Kind Of Meaningful Christian Devotional Song.Which Is Sung Soulfully And Beautifully By Ollywood Singer Humane Sagar. Lyrics Penned And Music Composed By Amit Badanayak.Music Arranged By Pintu Dash. Must Watch This Meaningful And Heart Touching Song And Like Share Comment And Subscribe.
FULL LYRICS
ଜୀବନର ଶ୍ୱାସବାୟୁ ଉଡ଼ିଗଲେ ଉଡ଼ିଯାଉ
ଯୀଶୁ ନାମ ହୃଦେ ଥାଉ......
ଜୀବନର ଶ୍ୱାସବାୟୁ ଉଡ଼ିଗଲେ ଉଡ଼ିଯାଉ
ଯୀଶୁ ନାମ ମୋର ହୃଦେ ଥାଉ..ହୋ
(ଏଇ ଆକାଶ ଲୋପ ପାଇଲେ ଲୋପ ପାଉ
ଏଇ ପୃଥିବୀ ବିନାଶ ହେଲେ ହେଇ ଯାଉ)..(୨ଥର)
ଯୀଶୁ ନାମ ସଦା ପୂଜା ପାଉ..
ଯୀଶୁ ନାମ ମୋର ହୃଦେ ଥାଉ..ହୋ..=୦=
ମୋ ଛାତିର ସ୍ପନ୍ଦନ ଚାଲୁଥିବ ଯେତେଦିନ
ଭଜି ଭଜି ଯୀଶୁ ନାମ ବିତାଇବି ମୋ ଜୀବନ.
ଆସୁ ଯେତେ ବାଧା ବିଘ୍ନ ନିନ୍ଦା ଆଉ ଅପମାନ
ଛାଡିବିନି ଯୀଶୁ ନାମ ଜୀବନରେ କଦାଚନ.
(ଏଇ ସୂରୁଜ ବୁଡ଼ି ତ ଗଲେ ବୁଡ଼ି ଯାଉ
ଏଇ ଚନ୍ଦ୍ରମା ଲୁଚି ତ ଗଲେ ଲୁଚି ଯାଉ)....(୨ଥର)
ଯୀଶୁ ନାମ ସଦା ପୂଜା ପାଉ
ଯୀଶୁ ନାମ ମୋର ହୃଦେ ଥାଉ..ହୋ..=୧=
ମୋ ପଶ୍ଚାତ ବିଷୟ ମନରୁ ଦୂରେଇ ଦେବି
ସମ୍ମୁଖ ବିଷୟ ପ୍ରତି ସର୍ବଦା ଦୃଷ୍ଟି ରଖିବି..
ସ୍ୱର୍ଗୀୟ ଆହ୍ୱାନ ପାଇଁ ପ୍ରାଣପଣ ମୁଁ କରିବି
ଯୀଶୁଙ୍କ ବିଷୟ ଭାବି ଲକ୍ଷ୍ୟ ପଥେ ମୁଁ ଯିବି...
(ଝଡ଼ ବତାସ ଘେରି ଆସିଲେ ଘେରି ଯାଉ
ମହା ବିପଦ ମାଡ଼ି ଆସିଲେ ମାଡ଼ି ଯାଉ)..(୨ଥର)
ଯୀଶୁ ନାମ ସଦା ପୂଜା ପାଉ
ଯୀଶୁ ନାମ ମୋର ହୃଦେ ଥାଉ..ହୋ..=୨=
Praise The Lord..AB Music ତରଫରୁ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ନମସ୍କାର । ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ଅମିତ୍ ବଡ଼ନାୟକଙ୍କ ଦ୍ୱାରା ରଚିତ ଓ ସ୍ୱର ସଂଯୋଜିତ ଜୀବନର ଶ୍ୱାସବାୟୁ ଗୀତକୁ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ତାଙ୍କ ମଧୁର କଣ୍ଠରେ ବେଶ୍ ଭାବର ସହିତ କଣ୍ଠଦାନ କରିଛନ୍ତି।
ଦୀର୍ଘ ଦିନ ଅର୍ଥାତ୍ ଦଶ ମାସର ଅବଧି ପରେ ପରେ ପୁଣିଥରେ AB MUSIC ତରଫରୁ (ପ୍ରଭୁଙ୍କର ଦାସ ଅବସର ପାଳକ ସ୍ୱର୍ଗତ ଆଚାର୍ଯ୍ୟ ନବୀନ ଚନ୍ଦ୍ର ବଡ଼ନାୟକ (ଜେଜେ ବାପା)ଙ୍କ ସ୍ମୃତି ଉଦ୍ଦେଶ୍ୟରେ) ଏହି ନୂତନ ହୃଦୟସ୍ପର୍ଶୀ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରାଯାଇଛି ।
ଆଶା ଓ ବିଶ୍ବାସ ରହିଛି ନିଶ୍ଚିତ ରୂପେ ଉକ୍ତ ଜୀବନର ଶ୍ୱାସବାୟୁ ନାମକ ଖ୍ରୀଷ୍ଟୀୟ ଭକ୍ତି ଗୀତ ଆପଣ ମାନଙ୍କ ହୃଦୟକୁ ସ୍ପର୍ଶ କରିବା ସହିତ ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇ ପାରିବ ଏଣୁ ଉକ୍ତ ଗୀତ ଶୁଣିବା ଏବଂ ଗୀତର ଭାବକୁ ବୁଝି ଆତ୍ମିକ ଦିଗରେ ଅଭିବୃଦ୍ଧି ହେବା ନିମନ୍ତେ ନିଜ ନିଜକୁ ପ୍ରସ୍ତୁତ କରିବା ।
Song Credits :-
Song : JIBANARA SWASABAYU
Singer : Humane Sagar (Ollywood Singer)
Lyrics : Amit Badanayak (8895583382)
Music Composition : Amit Badanayak
Arrangement & Programming : Pintu Dash
Record & Mixing : MRR Studio, Cuttack
Mastering by : Shaktiswar Mohapatra
Camera ,Edit & Poster - Biswo
Banner : AB Music
Special Thanks : Dn.Fr Daniel Badanayak,Dn.Fr Abraham Bardhan, Biku & Pradyumna
WhatsApp : 8895583382,7978601423
Contact : 7978601423,8895583382
#jibanaraswasabayu
#jibanaraswasabayusong
#odiachristiansong
#newodiachristiansongs
#humanesagarchristiansongs
#humanesagarnewsongs
#amitbadanayakchristiansongs
#newodiachristiansong
#humanesagarnewchristiansong
#odiachristiansongs
#amitbadanayaksongs
#newodiachristiansongs2024
#amitbadanayaknewchristiansongs
#shasanksekharchristiansongs
#amitbadanayakchristiansongs2024
#odianewchristiansongs
#amitbadanayaknewchristiansongs
#odiachristiansongs
#humanesagar
#amitbadanayak
#shasanksekharnewsongs
#amitbadanayakchristiansongs
#odiachristiansongs
#abmusic
#humanesagarchristiansongs
#amitpanichristiansongs
#newodiajisusong
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ
ସରଗର ଫୁଲ (Shasank Sekhar)
• SARAGARA PHULA || ସରଗର ଫୁଲ || NEW ODIA CHR...
ଅବାଧ୍ୟ ମଣିଷ (Shasank Sekhar)
• ABADHYA MANISHA | ଅବାଧ୍ୟ ମଣିଷ | SHASANK SE...
ଦୁଷ୍ଟ ଆତ୍ମା (Shasank Sekhar)
• DUSTA ATMA | ଦୁଷ୍ଟ ଆତ୍ମା | SHASANK SEKHAR ...
ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
• BHALA PAE JISU MU TUMAKU | ଭଲ ପାଏ ଯୀଶୁ ମୁଁ...
ମାଡ଼ି ଆସୁଛି (Humane Sagar)
• MADI ASUCHI | ମାଡ଼ି ଆସୁଛି | HUMANE SAGAR N...
ଜୀବନ ଦୀପ (Shasank Sekhar)
• JIBANA DIPA || ଜୀବନ ଦୀପ || NEW ODIA CHRIST...
ଧନ୍ୟ ଧନ୍ୟ (Amit Pani)
• DHANYA DHANYA || ଧନ୍ୟ ଧନ୍ୟ || NEW ODIA CHR...
ଅଛି ଦିନେ ମରଣ (Humane Sagar)
• ACHI DINE MARANA || ଅଛି ଦିନେ ମରଣ || NEW O...
ବଡ଼ଦିନର ଅଭିନନ୍ଦନ ( Humane Sagar)
• BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...
ନରକ ଦଣ୍ଡ (Studio Version)
• NARAKA DANDA | ନରକ ଦଣ୍ଡ | NEW ODIA CHRISTI...
ସଙ୍ଗୀତର ସାତ ସୂରେ (Asima Panda)
• SANGITARA SATA SURE || ସଙ୍ଗୀତର ସାତ ସୂରେ | ...
ଫେରିଆ ଫେରିଆ (Humane Sagar)
• PHERIA PHERIA || ଫେରିଆ ଫେରିଆ || HUMANE SAG...
ନାଉରୀ (JYOTIRMAYEE NAYAK)
• NAURI | ନାଉରୀ | NEW ODIA CHRISTIAN SONG 20...
ରେ ମନ (HUMANE SAGAR)
• RE MANA | ରେ ମନ | HUMANE SAGAR | NEW ODIA ...
ସରଗ ରାଇଜ (SHASANK SEKHAR)
• SARAGA RAIJA | ସରଗ ରାଇଜ | NEW ODIA CHRISTI...
ଅଳପ ଆୟୁଷ (Ananya Sritam Nanda)
• ALAPA AYUSHA || ଅଳପ ଆୟୁଷ || ANANYA SRITAM ...
ଆସିଛି ବଡ଼ଦିନ Asima Panda (Studio Version)
• ASICHI BADADINA | ଆସିଛି ବଡ଼ଦିନ | NEW CHRIS...
ମହାମାରୀରୁ ରକ୍ଷା କର (Asima Panda)
• MAHAMARIRU RAKHYA KARA | ମହାମାରୀରୁ ରକ୍ଷା କ...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
ହେ କ୍ରୁଶଧାରୀ (Studio Version)
• NEW ODIA GOOD FRIDAY SPECIAL SONG 2022 || ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.