4 passport size photo action
ଜୟ ଜଗନ୍ନାଥ Friends. Photoshop ରେ 4 Passport Photo ପାଇଁ Action କିପରି ତିଆରି କରିବେ, ଆଜି ଏଇ ଭିଡ଼ିଓରେ ମୁଁ ଆପଣମାଙ୍କୁ କହିବି |
ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ପାଖରେ ଥିବା Bell Icon ରେ ମଧ୍ୟ click କରନ୍ତୁ ଆମର Latest Notification ସର୍ବ ପ୍ରଥମେ ପାଇବା ପାଇଁ |
ଭିଡ଼ିଓ ଟି ଭଲ ଲାଗିଲେ like କରନ୍ତୁ , Share କରନ୍ତୁ | ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |
Video Details: 1. .Create your own action. 2. 4 Passport size photo
||ଧନ୍ୟବାଦ ||
#mayurbhanjiatechmind
Follow me on: facebook- / mayurbhanjia-tech-mind My Gears:- Microphone-https://amzn.to/33B7Syh Thanks for watching "MayurbhanjiaTechMind".