How to Draw in Photoshop 2020

Опубликовано: 18 Июнь 2026
на канале: mtechmind “mtechmind”
508
10

How to Draw in Photoshop 2020
ଜୟ ଜଗନ୍ନାଥ Friends.
MS PIANT ରେ picture draw କରିହେବା କଥା ତ ଆମେ ଜାଣିଛେ ହେଲେ friends, Adobe Photoshop ରେ ମଧ୍ୟ ବହୁତ ବଢିଆ Picture draw କରି ପାରିବେ | ଯେଉଁ ମାନଙ୍କ Painting କରିବାର Interest ଅଛି ସେମାନଙ୍କ ପାଇଁ ଏ ଭିଡ଼ିଓ ବହୁତ ମଜାଦାର ହେଇପାରେ |

Photoshop ରେ picture draw କରିବା ପାଇଁ ଆପଣ brush tool, Foreground color, Gradient tool , variation, Opacity କୁ ବ୍ୟବହାର କରିପାରିବେ | Picture କୁ ଆକର୍ଷଣ କରିବା ପାଇଁ କିଛି Brush କୁ Define Brush କରିବାକୁ ପଡିବ |

Define brush କିପରି କରାଯାଏ, ଯଦି ଜାଣିବାକୁ ଚାଁହୁଛନ୍ତି ତେବେ comment box ରେ ନିଶ୍ଚିତ ଭାବରେ comment କରନ୍ତୁ |

ଯଦି ଏ channel ରେ first time ଆସିଛନ୍ତି, ତେବେ ଚାଁନେଲ କୁ SUBSCRIBE କରନ୍ତୁ | ପାଖରେ ଥିବା Bell Icon ରେ ମଧ୍ୟ click କରନ୍ତୁ ଆମର Latest Notification ସର୍ବ ପ୍ରଥମେ ପାଇବା ପାଇଁ |

ଭିଡ଼ିଓ ଟି ଭଲ ଲାଗିଲେ like କରନ୍ତୁ , Share କରନ୍ତୁ | ଯଦି ଏ ଭିଡ଼ିଓକୁ ନେଇ କିଛି ପ୍ରଶ୍ନ କରିବାକୁ ଅଛି, ତେବେ comment କରିବାକୁ ଜମାରୁ ଭୁଲନ୍ତୁ ନାହିଁ |

||ଧନ୍ୟବାଦ ||

   • 1 CLICK 8 PASSPORT SIZE PHOTO IN PHOTOSHOP...  
   • How To Make Passport Size Photo In Inch |H...  
   • How To Remove [Black Spot And Pimples] Fro...  

#mayurbhanjiatechmind
Follow me on: facebook-  / mayurbhanjia-tech-mind  
My Gears:- Microphone-https://amzn.to/33B7Syh
Thanks for watching "MayurbhanjiaTechMind".