କ୍ଷୀରି ଚୋର ଅଲରାନାଥ Alranath, the milk thief

Опубликовано: 16 Июль 2026
на канале: ANURAG TIMES
115
6

ସ୍ନାନବେଦୀରେ ମହାପ୍ରଭୁ ସୁବାସିତ ଜଳରେ ସ୍ନାନ କଲାପରେ ଜ୍ୱରରେ ପୀଡିତ ହୁଅନ୍ତି l ଏହି ୧୪ଦିନ ମହାପ୍ରଭୁ ଶ୍ରୀମନ୍ଦିରରେ ଦର୍ଶନ ନଦେଇ ବ୍ରହ୍ମଗିରି ସ୍ଥିତ ଅଲରାନାଥ ପିଠରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି l ଅଲରାନାଥଙ୍କ କ୍ଷୀରି ନିମନ୍ତେ ଭକ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ l ଆସନ୍ତୁ ଜାଣିବା କ୍ଷୀରି ସମ୍ବନ୍ଧରେ #puridistrict #srimandir #narayana

Lord Mahaprabhu is suffering from fever after bathing in fragrant water at the bath altar. For these 14 days, Mahaprabhu does not have darshan in the temple but gives darshan to the devotees at Alranath Pith in Brahmagiri. Devotees are anxious for Alranath's khiri #fever #kapilasahnita #story

ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more.