ରୋହିତ, କୋହଲିଙ୍କ ପାଇଁ କାଳ ହେବେ ଗମ୍ଭୀର

Опубликовано: 08 Сентябрь 2026
на канале: ANURAG TIMES
22
4

ଚଳିତ ଟି୨୦ ବିଶ୍ୱକପ ପରେ କେତେକ ଷ୍ଟାର ଖେଳାଳି ହରଡଘଣାରେ ପଡିବେ । ବିସିସିଆଇ ଯେଉଁ ରଣନୀତି ପ୍ରସ୍ତୁତ କରିଛି ସେଥିରେ ଅବସର ନେବା ବ୍ୟତୀତ ସେମାନଙ୍କ ପାଖରେ ଆଉ କିଛି ବିକଳ୍ପ ରହିବ ନାହିଁ । ଅନ୍ୟ ଅର୍ଥରେ ଟିମ ଇଣ୍ଡିଆର ୪ଜଣ ସିନିୟର ଖେଳାଳି ଟି୨୦ ଫର୍ମାଟରୁ ଅବସର ନେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।#bcci #t20worldcup #starplayer

After the current T20 World Cup, some star players will fall into trouble. The strategy that the BCCI has devised will leave them with no option but to retire. In other words, 4 senior players of Team India have been confirmed to retire from T20 format.#rohitsharma #viratkohli #ଗୌତଂଗମ୍ଭୀର

ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more.