ମନେ ରହିବେ ଏହି ୩ ମହାରଥୀ

Опубликовано: 29 Август 2026
на канале: ANURAG TIMES
679
7

ଦୀର୍ଘ ଦିନ ପରେ ଭାରତ ଆଇସିସି ବିଶ୍ୱକପ ଜିତିବା ଗୌରବ ଅର୍ଜନ କରିଛି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ହାରିବା ପରେ ବିଶେଷ ଭାବେ ସମାଲୋଚିତ ହୋଇଥିଲେ ଭାରତର ୩ ମହାରଥୀ ରାହୁଲ ଡ୍ରାଭିଡ, ରୋହିତ ଶର୍ମା ଓ ବିରାଟ କୋହଲି । ଏଥର କିନ୍ତୁ ଟି୨୦ ବିଶ୍ୱକପ ଫାଇନାଲରେ ଏହି ୩ ରଥୀଙ୍କ କୌଣସି ଭୁଲ ହୋଇ ନ ଥିଲା । ଅନ୍ୟ ଅର୍ଥରେ ରୋହିତଙ୍କ ରଣନୀତି, କୋହଲିଙ୍କ ଦକ୍ଷତା ଓ ଡ୍ରାଭିଡଙ୍କ ଅଭିଜ୍ଞତା ଭାରତକୁ ଶେଷ ପର୍ଯ୍ୟନ୍ତ ଲଢ଼ିବା ପାଇଁ ଶକ୍ତି ଯୋଗାଇଥିଲା #india #indiacricket #viratkohli #rohitsharma

After a long time, India has achieved the glory of winning the ICC World Cup. India's 3 legends Rahul Dravid, Rohit Sharma and Virat Kohli were especially criticized after losing the 2023 World Cup final. But this time in the T20 World Cup final, these 3 players did not make any mistakes. In other words Rohit's strategy, Kohli's skill and Dravid's experience gave India the strength to fight till the end.

ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more.