ଯାଜପୁର ବିଜେଡିରେ ଗୋଷ୍ଠୀକନ୍ଦଳ

Опубликовано: 14 Июль 2026
на канале: ANURAG TIMES
1,844
13

ଯାଜପୁର ବିଜେଡିର ଦୁଇ ପ୍ରମୁଖ ଗୋଷ୍ଠୀଙ୍କ ମଧ୍ୟରେ ଛକପଞ୍ଝା ପୁଣି ଆରମ୍ଭ ହୋଇଛି l ବବିଙ୍କ ଟିମ ପ୍ରଶାସନ ସହ ଗୁପ୍ତ ବୈଠକ କରୁଥିବା ବେଳେ l ପୂର୍ବତନ ବିଧାୟକଙ୍କୁ ଏଥିରେ ସାମିଲ କରିନାହାନ୍ତି l ଯାହା ଯାଜପୁର ରାଜନୀତିରେ ଚର୍ଚ୍ଚା ର ବିଷୟ ହୋଇଛି l #bjd #pranabprakashdas
#pritiranjangharai
#Amarsatpathy
#pramilamallik
#ashokbol
Bickering between two major factions of Jajpur BJ has started again. Bobby's team is holding secret meetings with the administration. Ex-MLAs are not involved.
ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more.
   / @anuragtimes