ମହାପ୍ରଭୁଙ୍କ ସେବାରେ ମଠ ମାନେ ନିଅନ୍ତି ଦାୟିତ୍ୱ

Опубликовано: 09 Сентябрь 2026
на канале: ANURAG TIMES
47
4

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବିଭିନ୍ନ ମଠ ମାନେ ସେବାର ଦାୟିତ୍ୱ ନେଇ ଆସୁଛନ୍ତି l ଚାମର, ପନ୍ତି, ଫୁଲରି ସେବା ପରି ଅନେକ ସେବା ମଠ ମାନେ କେଉଁ କାଳରୁ ନେଇ ଆସୁଛନ୍ତି l #emara #sankarachaya #jagannathpuritemple #ritual

Various monasteries are taking charge of services for the Lord's procession. Since when many monasteries are conducting services like Chamar, Panti, Phulri Seva.

ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more.