ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କ୍ରୀଡାପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଏହା ପୂର୍ବରୁ ଭାରତର ଅନେକ ଆଥଲେଟ ଅଳ୍ପକେ ଅଲିମ୍ପିକ୍ସ ପଦକ ସୁଯୋଗ ହାତଛଡା କରିଛନ୍ତି । ଯାହା ଫଳରେ ଦେଶର ଶ୍ରେଷ୍ଠ ଆଥଲେଟ ବିବେଚନା କରାଯାଉଥିବା ଫ୍ଲାଇଙ୍ଗ ଶିଖ ମିଲଖା ସିଂ ଓ ଦୌଡା ରାଣୀ ପିଟି ଉଷା ମଧ୍ୟ ପଦକ ହାସଲର ଅଧିକାରୀ ହୋଇପାରି ନାହାନ୍ତି ।
#olympic #ptusha #milkhasingh
Sports lovers are hoping that India will perform best in the Paris Olympics. Before this, many Indian athletes have narrowly missed out on an Olympic medal. As a result, flying Sikh Milkha Singh and running queen PT Usha, who are considered the best athletes of the country, have not been able to win medals.
ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more.