ମୟୁରଭଞ୍ଜ ବିଜେଡି ଗତ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସଂଘଠିତ ହେବା ପରିବର୍ତ୍ତେ ଆହୁରି ଦୁର୍ବଳ ହେବାରେ ଲାଗିଛି l ବିଜେଡି ତାର ଘର ସଜାଡ଼ିବାକୁ ପ୍ରୟାସ କରୁଥିବା ବେଳେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଦଳ ଏବଂ ପଦରୁ ଇସ୍ଥଫା ଦେଇଛନ୍ତି l ଯାହା ଓଡିଶା ରାଜନୀତିରେ ଝଡ଼ ସୃଷ୍ଟି କରିଛି l
Mayurbhanj BJD is getting weaker instead of united after its humiliating defeat in the last election. While BJD is trying to put its house in order, Rajya Sabha MP Mamata Mahanth has resigned from the party and post, which has created a storm in Odisha politics. #bjd #sudamarndi #mamatamahanta#mayurbhanj