ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଶ୍ରୀମନ୍ଦିର ଛାଡି ନବଦିନ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯାଆନ୍ତି l ମହାଲଷ୍ମୀଙ୍କୁ ନନେଇ ଯାତ୍ରା କରୁଥିବାରୁ ମହାଲଷ୍ମୀ ରାଗରେ ଜର୍ଜରିତ ହୋଇ ମହାପ୍ରଭୁଙ୍କ ରଥ ଭାଙ୍ଗିବାକୁ ଯାଆନ୍ତି l ଶ୍ରୀମନ୍ଦିରରୁ ବାହାରି ମହାପ୍ରଭୁଙ୍କ ରଥ ଭାଙ୍ଗି ହେରାଗୌରୀ ସାହି ଦେଇ ପୁନର୍ବାର ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ ଏହି ନୀତିକୁ ହେରପଞ୍ଚମୀ କୁହାଯାଏ l #jagannathpuritemple #puri #rathyatra
The three Thakurs, Jagannath, Balabhadra, Subhadra, leave the temple and go to Gundicha Temple on a new day journey. Since they are traveling without Mahalaxmi , Mahalaxmi is furious and goes to break the Lord's chariot. Leaving the temple, breaking the Lord's chariot and returning to the temple after Heragauri Sahi, this principle is called Herapanchmi.
ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more. #Anuragtimes #puri #odisha