ଯାଜପୁର ଜିଲ୍ଲାର ଦୁଇ ଟାଣୁଆ ନେତା ବବିଦାସ ଓ ଡ୍ୟାନି ଘଡେଇଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଁଚିଛି l ଉଭୟଙ୍କୁ ସମାଧାନ ନିମନ୍ତେ ନବୀନ ନିବାସ ଡକା ଯାଇଥିଲେ ହେଁ ନବୀନଙ୍କ ସମ୍ମୁଖରେ ଉଭୟ ପରସ୍ପର ଉପରେ ବର୍ଷୀଥିଲେ ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି l #bjd #odishapolitics #news #pritiranjanghadei #pranabprakashdas
The dispute between the two leaders of Jajpur district, Babidas and Danny Ghadei, has reached a climax. Both were called to Naveen's residence to resolve it.
ANURAGTIMES Odisha State leading Digtal chanel ANURAGTIMES is all about latest news,politics entertainment news, sports news, exclusive interviews and many more. #Anuragtimes #puri #odisha